Advertisment

ରାଜବାଟି ମୁହାଁ କାଳୀସି, ଯାହାଙ୍କୁ ଛୁଅଁନ୍ତି ସେ ପଡେ ବଳି !

ରାଜବାଟିରେ କୁଳଦେବୀ ମା' କନକ ଦୁର୍ଗାଙ୍କ ପାଖରେ ପୂଜା ପରେ ସେ ଉପସ୍ଥିତ ଲୋକଙ୍କୁ ଗୋଡ଼ାଇବେ ।

author-image
Manoj Swain

ରାତିଅଧରେ ଶୂନଶାନ ଥିବା ରାଜବାଟି ପାଲଟିଯାଉଛି ଲୋକାରଣ୍ୟ। ମଶାଲ ସହ ଟାଙ୍ଗିଆ ଧରି ଜଗନ୍ନାଥ ମନ୍ଦିରରୁ ବାହାରି ରାଜବାଟି ମୁହାଁ ହେଉଛନ୍ତି କାଳୀସି। ରାଜବାଟିରେ କୁଳଦେବୀ ମା' କନକ ଦୁର୍ଗାଙ୍କ ପାଖରେ ପୂଜା ପରେ ସେ ଉପସ୍ଥିତ ଲୋକଙ୍କୁ ଗୋଡ଼ାଇବେ । ଯାହାକୁ ଛୁଇଁବେ ତାକୁ ବଳି ଦିଆଯାଏ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balasore