ରାତିଅଧରେ ଶୂନଶାନ ଥିବା ରାଜବାଟି ପାଲଟିଯାଉଛି ଲୋକାରଣ୍ୟ। ମଶାଲ ସହ ଟାଙ୍ଗିଆ ଧରି ଜଗନ୍ନାଥ ମନ୍ଦିରରୁ ବାହାରି ରାଜବାଟି ମୁହାଁ ହେଉଛନ୍ତି କାଳୀସି। ରାଜବାଟିରେ କୁଳଦେବୀ ମା' କନକ ଦୁର୍ଗାଙ୍କ ପାଖରେ ପୂଜା ପରେ ସେ ଉପସ୍ଥିତ ଲୋକଙ୍କୁ ଗୋଡ଼ାଇବେ । ଯାହାକୁ ଛୁଇଁବେ ତାକୁ ବଳି ଦିଆଯାଏ। ଦେଖନ୍ତୁ ପୂରା ରିପୋର୍ଟ।