Advertisment

ଭିନ୍ନ ଏକ ପ୍ରେମ କାହାଣୀ

ଏବେ ମହଙ୍ଗା ଯୁଗରେ ପ୍ରେମ ଢ଼େର ଶସ୍ତା ହୋଇଗଲାଣି, ଆଉ ପ୍ରେମର ପରିଭାଷା ବି ବଦଳି ଗଲାଣି।

author-image
Manoj Swain

ଯଦି ଆପଣ ପ୍ରକୃତ ପ୍ରେମର ଝଲକ ଦେଖିବାକୁ ଚାହୁଁଥିବେ, ତେବେ ଆମେ ଆପଣଙ୍କ ସାମ୍ନାରେ ଏକ ନିଆରା ପ୍ରେମ କାହାଣୀ ରଖିବୁ। ଏବେ ମହଙ୍ଗା ଯୁଗରେ ପ୍ରେମ ଢ଼େର ଶସ୍ତା ହୋଇଗଲାଣି, ଆଉ ପ୍ରେମର ପରିଭାଷା ବି ବଦଳି ଗଲାଣି। ପ୍ରେମକୁ ସାମଗ୍ରୀ ଓ ବସ୍ତୁ ପରି ଏକ୍ସପେନସିଭ୍ ନିକିତିରେ ଶସ୍ତା ଓ ମହଙ୍ଗା କରି ମପା ଯାଉଛି । ପକେଟ୍ ଓ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଗଲେ ପ୍ରେମ ମୂଲ୍ୟହୀନ ହୋଇ ପଡ଼ୁଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Valentine's Day Odisha Love