ପୁଣି ଅପେକ୍ଷା ଆରବରଷକୁ । ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ତେବେ ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇପଡେ କଟକ ସହର । ଏହି ଦୃଶ୍ୟ ହେଉଛି କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଦଶହରାରେ ନିଜ ଘରେ ମାଆଙ୍କ ଆରାଧନା କଲେ ମୁଖ୍ୟମନ୍ତ୍ରୀ
ଗତକାଲି ମୁଖ୍ୟମନ୍ତ୍ରୀ ପ୍ରବଳ ବର୍ଷା ସତ୍ତ୍ୱେ ସାଇ ମନ୍ଦିର, ନିୟୁ କଲୋନୀ, ଟେଲିଫୋନ ଏକ୍ସଚେଞ୍ଜ ଛକ ଓ ଆଟୋପୁର ପୂଜାମଣ୍ଡପ ବୁଲି ଦେଖିଥିଲେ। ପରେ ଗୁଜୁରାଟି ସମାଜକୁ ଯାଇ ସେଠାରେ ଦାଣ୍ଡିଆ ଖେଳିଥିଲେ।
Events & Festivals
‘ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡ଼ୁଆ’
ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ ଦୁଇ ଚାରି ଦିନରେ ଆସିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ।
Events & Festivals
ଆଜି ହେଉଛି ପବିତ୍ର ଦଶହରା
ଆଜି ବିଜୟା ଦଶମୀରେ ମା' ଦୁର୍ଗାଙ୍କର ଅପରାଜିତା ପୂଜା। ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼
Events & Festivals
ଦର୍ଶନ କରନ୍ତୁ ମା'ଙ୍କ ଭବ୍ୟ ଆଳତି
ମା'ଙ୍କ ଏଇ ଦିବ୍ୟ ଆଳତିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଜଗତ ଜନନୀ ମା' ଦୁର୍ଗା ଦେବୀଙ୍କୁ ଦର୍ଶନ କରିଛନ୍ତି।
Events & Festivals
ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା
ମେଲାଣି ନେବା ଆଗରୁ ଦଶମୀରେ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।