Advertisment

ପୁଣି ଅପେକ୍ଷା ଆରବରଷକୁ

ପୁଣି ଆରବରଷକୁ ଅପେକ୍ଷା । ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି।

author-image
Manoj Swain
ଅଦ୍ୟତନ ହୋଇଛି

ପୁଣି ଅପେକ୍ଷା ଆରବରଷକୁ । ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ତେବେ ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇପଡେ କଟକ ସହର । ଏହି ଦୃଶ୍ୟ ହେଉଛି କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପର ।

Advertisment
Odisha Cuttack Cuttack Durga Puja