ଅଦ୍ୟତନ ହୋଇଛି
ମା’ଙ୍କ ଠାରୁ ଆଖି ଫେରୁନି | Odisha Reporter
Advertisment
ପୁଣି ଅପେକ୍ଷା ଆରବରଷକୁ । ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ତେବେ ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇପଡେ କଟକ ସହର । ଏହି ଦୃଶ୍ୟ ହେଉଛି କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us