Advertisment

ରାମମୟ ଅଯୋଧ୍ୟା

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସୋମବାର ଦିନ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ନିଜ ଆସ୍ଥାନକୁ ବିଜେ କରିବ ପ୍ରଭୁ ଶ୍ରୀରାମ।

Advertisment

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାରିଆଡେ ଉତ୍ସାହ। ସ୍ବର୍ଗପରୀ ଲାଗୁଛି ଅଯୋଧ୍ୟା। ୫ ଶହ ବର୍ଷ ଧରି ଯେଉଁ ମାହେନ୍ଦ୍ର ବେଳକୁ ଅପେକ୍ଷା କରିଥିଲେ ରାମ ଭକ୍ତ, ସେହି ଦିବ୍ୟ ମୁହୂର୍ତ୍ତ ଆସୁଛି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସୋମବାର ଦିନ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ନିଜ ଆସ୍ଥାନକୁ ବିଜେ କରିବ ପ୍ରଭୁ ଶ୍ରୀରାମ। ଏହାକୁ ନେଇ ସାରା ଦେଶରେ ଅପୂର୍ବ ଉଲ୍ଲାସ, ଅହେତୁକ ଉତ୍କଣ୍ଠା। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇ ଯାଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe