Advertisment

ବିଶ୍ୱ କିଡନୀ ଦିବସ

ଆମେ କିଡନୀର କେମିତି ନେଇପାରିବା ଯତ୍ନ ? ବିଶ୍ୱ କିଡନୀ ଦିବସରେ ଆପଣମାନଙ୍କୁ ସଚେତନ କରିବା ପାଇଁ ଓଡିଶା ରିପୋର୍ଟରର ଏହି ପ୍ରୟାସ ।

Advertisment

ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ ଅନ୍ୟତମ। ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟକରେ। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ଲୋକଙ୍କୁ କିଡନୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ। ଏହି ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୪ରେ ବିଶ୍ୱ କିଡନୀ ଦିବସ ପାଳନ ହେଉଛି। ଶୁଣନ୍ତୁ କିଡନୀ ରୋଗ ବିଶେଷଜ୍ଞ, ଡାକ୍ତର ସାଇ ପ୍ରସାଦ ସାହୁ କ'ଣ କହୁଛନ୍ତି ?

Advertisment
World Kidney Day Kidney Health Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe