କାହିଁକି ସେପ୍ଟେମ୍ବର 16ରେ ପାଳନ ହୁଏ ବିଶ୍ୱ ଓଜୋନ ଦିବସ?

ସେପ୍ଟେମ୍ବର 16କୁ କାହିଁକି ବିଶ୍ୱ ଓଜୋନ ଦିବସର ମାନ୍ୟତା ଦିଆଯାଇଛି, ଜାଣନ୍ତୁ...

World Ozone Day Representative Image

ବିଶ୍ୱ ଓଜୋନ ଦିବସର ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Saturday, 16 September 2023
  • Updated: 16 September 2023, 10:43 AM IST

Sports

Latest News

ଆଜି ବିଶ୍ୱ ଓଜୋନ ଦିବସ। ଓଜୋନକୁ ନେଇ ଏକ ସ୍ୱତନ୍ତ୍ର ଦିବସ ପାଳନ କରିବାର ଉଦ୍ଦେଶ୍ୟ କଣ ଏ ପ୍ରଶ୍ନ ମନକୁ ଆସୁଥିବ ନିଶ୍ଚୟ? ତେବେ କାହିଁକି ଏପରି ଏକ ବିଶେଷ ଦିନ ପାଳନ କରିବା ମାନବ ସମାଜ ପାଇଁ ଜରୁରୀ, ବିଶେଷ କରି ସେପ୍ଟେମ୍ବର 16କୁ କାହିଁକି ବିଶ୍ୱ ଓଜୋନ ଦିବସର ମାନ୍ୟତା ଦିଆଯାଇଛି, ଜାଣନ୍ତୁ...

କାହିଁକି ପାଳନ ହୁଏ ଓଜୋନ ଦିବସ:- ଆମେ ଜାଣିଛେ, ପୃଥିବୀ ପାଇଁ ସୂର୍ଯ୍ୟାଲୋକ ଏକ ଅବଦାନ। ପ୍ରାଣୀ ହୁଅନ୍ତୁ କି ଉଦ୍ଧିଦ, ସମସ୍ତଙ୍କ ପାଇଁ ସୂର୍ଯ୍ୟାଲୋକର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ମାନବ ସମାଜ ଏଥିରୁ ଭିଟାମିନ-ଡିର ଆବଶ୍ୟକତାକୁ ପୂରଣ କରୁଥିବା ବେଳେ ବୃକ୍ଷଲତାରେ ଫୁଲ-ଫଳ ତିଆରି ପାଇଁ ଯେଉଁ ଫଟୋସିନ୍ଥେସିସ୍ କାର୍ଯ୍ୟ କରେ ସେଥିରେ ସୂର୍ଯ୍ୟାଲୋକର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଅର୍ଥାତ୍ ଆମେମାନେ ଯେଉଁ ପନିପରିବା ଖାଉଛନ୍ତି ସେସବୁ ପ୍ରସ୍ତୁତ ପାଇଁ ଉଦ୍ଭିଦ ପତ୍ୟକ୍ଷ ଭାବେ ସୂର୍ଯ୍ୟାଲୋକ ଉପରେ ନିର୍ଭର କରେ। କିନ୍ତୁ ଏହି ସୂର୍ଯ୍ୟାଲୋକରେ ରହିଛି କ୍ଷତିକାରକ ଅତିବାଇଗଣୀ ରଶ୍ମି।

ଏହି ହାନିକାରକ ଅତିବାଇଗଣୀ ରଶ୍ମୀକୁ ଅଲଟ୍ରାଭାୟୋଲେଟ୍ ରେଡିଏସନ ବା ଅତିବାଇଗଣୀ ରଶ୍ମି ବୋଲି କୁହାଯାଏ। ଓଜୋନ ବା O3 ସ୍ତର ଅତିବାଇଗଣୀ ରଶ୍ମିକୁ ଶୋଷିନିଏ, ଫଳରେ ପୃଥିବୀ ପୃଷ୍ଠକୁ ଆସେ ନାହିଁ। ଏହି ସ୍ତରରେ ଏକ ନୀଳ ଗ୍ୟାସ ଥାଏ। ଯେତେବେଳେ ଅଲଟ୍ରାଭାଓଲେଟ୍ ରେଡିଏସନ ଓଜୋନ୍ ସ୍ତର ଉପରେ ପଡ଼େ, ଓଜୋନ୍ ଅଣୁଗୁଡ଼ିକ ଭାଙ୍ଗି ଗୋଟିଏ ଅମ୍ଳଜାନ ଅଣୁ ଏବଂ ଏକ ମୁକ୍ତ ଅମ୍ଳଜାନ ପରମାଣୁ ସୃଷ୍ଟି କରନ୍ତି, ଯାହା O3 ବା ଓଜୋନ ସୃଷ୍ଟି କରନ୍ତି।

Also Read

ଅତିବାଇଗଣି ରଶ୍ମିର ଶକ୍ତି ଏହି ସବୁରେ ନଷ୍ଟ ହୁଏ। ଯଦି ଓଜୋନ ସ୍ତର, ସୂର୍ଯ୍ୟକିରଣରୁ ଆସୁଥିବା ଅତିବାଇଗଣୀ ରଶ୍ମୀକୁ ନଷ୍ଟ ନକରନ୍ତା, ତେବେ ଏହା ପୃଥିବୀର ପ୍ରତ୍ୟେକ ପ୍ରକାର ଜୀବଙ୍କ ପାଇଁ କ୍ଷତିକାରକ ହୁଅନ୍ତା। ସରଳ ଭାଷାରେ କହିବାକୁ ଗଲେ ଓଜୋନ ଆମ ପାଇଁ ଏକ ଢାଲ ଭାବେ କାର୍ଯ୍ୟ କରୁଛି। ତେଣୁ ଏହି ସ୍ତରର ସୁରକ୍ଷା ଆମ ଦାୟିତ୍ୱ। 

ରିପୋର୍ଟ ଅନୁସାରେ, ମାନବ ସମାଜର କୃତ୍ରିମ ଚଳନି ବିଗତ ଅନେକ ଦଶନ୍ଧି ମଧ୍ୟରେ ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନ ଓଜୋନ୍ ସ୍ତରରେ ବହୁତ କ୍ଷତି ଘଟାଇଛି। ଏହାପୂର୍ବରୁ, କେତେକ ପ୍ରକାରର ପ୍ରଦୂଷକ କାରଣରୁ ନିର୍ଗତ ହେଉଥିବା କ୍ଲୋରାଇନ୍ ଏବଂ ବ୍ରୋମାଇନ୍ ପରି ଗ୍ୟାସ୍ ଏହି ସ୍ତରକୁ ବହୁତ କ୍ଷତି ପହଞ୍ଚାଉଥିଲା, କିନ୍ତୁ ବିଶ୍ୱର ବହୁ ଦେଶ କଡା ନିୟମ ପ୍ରଣୟନ କରି ଏପରି ପଦାର୍ଥର ନିର୍ଗମନକୁ ନିୟନ୍ତ୍ରଣ କରିଥିଲେ।

ସେପ୍ଟେମ୍ବର 16ରେ କାହିଁକି ପାଳନ ହୁଏ ଓଜନ ଦିବସ:- ଯେଉଁ ନିୟମଗୁଡିକୁ ଅବଲମ୍ବନ କରାଯାଇ ଓଜୋନ ସ୍ତରକୁ ସୁରକ୍ଷିତ କରାଯାଇଥିଲା, ତାହାକୁ ମଣ୍ଟ୍ରିଆଲ୍ ପ୍ରୋଟୋକଲ୍ ବୋଲି କୁହାଯାଏ। ସେପ୍ଟେମ୍ବର 16, 1987 ରେ, ବିଶ୍ୱର ଦେଶମାନେ ମିଳିତ ହୋଇ ଏହି ପ୍ରୋଟୋକଲ୍ ଗ୍ରହଣ କରିଥିଲେ। ଏହି ପ୍ରୋଟୋକଲ ଆଧାରରେ ଓଜୋନ ସ୍ତରକୁ କ୍ଷତି ପହଞ୍ଚାଉଥିବା ଏପରି କ୍ଷତିକାରକ ପଦାର୍ଥଗୁଡିକର ବ୍ୟବହାରକୁ କଡା ନିଷିଦ୍ଧ କରିଥିଲେ। 2017 ରେ, ଏହି ପ୍ରୋଟୋକଲ୍ କାର୍ଯ୍ୟକାରୀ ହେବାର 30 ବର୍ଷ ପରେ, ଦେଖାଗଲା ଯେ ଓଜୋନ୍ ସ୍ତରର ଛିଦ୍ର ବନ୍ଦ ହୋଇଯାଇଛି। ଏହି ପ୍ରଭାବ ଆସନ୍ତା 100 ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ଆକଳନ କରାଯାଉଛି।

ତେଣୁ ଏଥିପ୍ରତି ପ୍ରତିଟି ବ୍ୟକ୍ତିଙ୍କୁ ଅବଗତ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର 16କୁ ବିଶ୍ୱ ଓଜୋନ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ବିଶ୍ୱ ଓଜୋନ ଦିବସର ବିଷୟବସ୍ତୁ 'ମଣ୍ଟ୍ରିଆଲ୍ ପ୍ରୋଟୋକଲ୍: ଓଜୋନ ସ୍ତରକୁ ଠିକ୍ କରିବା ଏବଂ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story