ରକ୍ତ ଜନିତ ବିଭିନ୍ନ ରୋଗ ମଧ୍ୟରୁ ସିକଲ୍ ସେଲ୍ ଡିଜିଜ୍ ଅନ୍ୟତମ। ସମଗ୍ର ବିଶ୍ୱରେ ଏହି ରୋଗ ବର୍ତ୍ତମାନ ବୃଦ୍ଧି ପାଇବାକୁ ଲାଗିଛି। ଏହା ଏକ ବଂଶଗତ ରକ୍ତ ବ୍ୟାଧି। ଏହି ରୋଗ ହେଲେ ରକ୍ତର ହିମୋଗ୍ଲୋବିନ ପ୍ରଭାବିତ ହୋଇଥାଏ। ଏହି ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୧୯କୁ ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ରୂପେ ପାଳନ କରାଯାଏ। ତେବେ ଏହି ରୋଗ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ...
ସିକଲ୍ ସେଲ୍ ଡିଜିଜ୍ କଣ
ସିକଲ୍ ସେଲ୍ ଡିଜିଜ୍ ଲକ୍ଷଣ
ସିକଲ୍ ସେଲ୍ ଡିଜିଜ୍ ଚିକିତ୍ସା
ଏହା ଏକ ବଂଶାନୁକ୍ରମିକ ରୋଗ ହୋଇଥିବାରୁ ରୋଗକୁ ସମ୍ପୂର୍ଣ୍ଣ ମାତ୍ ଦେବା ସମ୍ଭବପର ନୁହେଁ। ଗର୍ଭାବସ୍ଥାରେ ରୋଗ ଚିହ୍ନଟ ସମେତ ବିଭିନ୍ନ ଜିନ୍ ଥେରାପି ଓ ଔଷଧ ସାହାଯ୍ୟରେ ସିକଲ୍ ସେଲ୍ ଡିଜିଜ୍ ବିପଦକୁ ହ୍ରାସ କରାଯାଇ ପାରିବ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।