Advertisment

ସତର୍କ ହୁଅନ୍ତୁ, ସୁନାମିରେ ସୁରକ୍ଷିତ ରୁହନ୍ତୁ

ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ନଭେମ୍ବର ୫କୁ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ।

ଅଦ୍ୟତନ ହୋଇଛି
Advertisment

ଆମେ ଜାଣିଛେ, ପ୍ରାକୃତିକ ବିପର୍ଯ୍ୟୟ ଏକ ଏଭଳି ବିପଦ ଯାହା ମଣିଷର ଆୟତ୍ତରେ ନଥାଏ। ତେଣୁ ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ସଚେତନତା ନିହାତି ଆବଶ୍ୟକ। ଏଥିପାଇଁ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ନଭେମ୍ବର ୫କୁ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ।

Advertisment
World Tsunami Awareness Day Tsunami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe