କ’ଣ ଆପଣ କ୍ଷୀର, ଦହି ଓ ବଟର୍‌ ଖାଦ୍ୟ ଠାରୁ ଦୂରେଇ ରହୁଛନ୍ତି କି ? ଜାଣନ୍ତୁ କ’ଣ ହୋଇପାରେ ପରିଣାମ

କେତେକ ଲୋକେ ଦୁଗ୍ଧଜାତୀୟ ପ୍ରଡକ୍ଟ ତଥା ଦହି, ବଟର୍‌ ଏବଂ ଲହୁଣୀଠାରୁ ଦୂରେଇ ରୁହନ୍ତି। ଯଦି ଆପଣ ବି ସେପରି କରୁଛନ୍ତି ତେବେ ଭଲ କରି ଧ୍ୟାନ ଦିଅନ୍ତୁ। ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ଦିନରେ ୩ଥର ଡାଏରୀ ଉତ୍ପାଦ ଖାଇଲେ ହୃଦ୍‌ଜନିତ୍‌ ରୋଗର ଭୟ କମିଯିବ କ୍ଷୀରରେ ପ୍ରୋଟିନ, କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ଥାଏ । ଏହା ଛଡା ଭିଟାମିନ୍‌ ‘ଏ’ ,‘ଡି’ ,‘କେ’ ଏବଂ ଫସ୍‌ଫରସ୍‌ ,ମ୍ୟାଗ୍ନେସିୟମ,ଆୟୋଡିନ ପରି […]

bb

bb

Tapas Behera
  • Published: Thursday, 13 September 2018
  • Updated: 13 September 2018, 06:31 AM IST

Sports

Latest News

କେତେକ ଲୋକେ ଦୁଗ୍ଧଜାତୀୟ ପ୍ରଡକ୍ଟ ତଥା ଦହି, ବଟର୍‌ ଏବଂ ଲହୁଣୀଠାରୁ ଦୂରେଇ ରୁହନ୍ତି। ଯଦି ଆପଣ ବି ସେପରି କରୁଛନ୍ତି ତେବେ ଭଲ କରି ଧ୍ୟାନ ଦିଅନ୍ତୁ। ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ଦିନରେ ୩ଥର ଡାଏରୀ ଉତ୍ପାଦ ଖାଇଲେ ହୃଦ୍‌ଜନିତ୍‌ ରୋଗର ଭୟ କମିଯିବ କ୍ଷୀରରେ ପ୍ରୋଟିନ, କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ଥାଏ । ଏହା ଛଡା ଭିଟାମିନ୍‌ ‘ଏ’ ,‘ଡି’ ,‘କେ’ ଏବଂ ଫସ୍‌ଫରସ୍‌ ,ମ୍ୟାଗ୍ନେସିୟମ,ଆୟୋଡିନ ପରି କିଛି ଦ୍ରବ୍ୟ ରହିଛି।

ଆଗରୁ ଏକ ଧାରଣା ଥିଲା ଯେ, କ୍ଷୀର ଜାତୀୟ ଖାଦ୍ୟ ଖାଇଲେ ଶରୀରରେ LDL cholesterol ବୃଦ୍ଧି ପାଏ। ତେଣୁ ଏହାର ପରିଣାମ ସୂରୁପ cardiovascular ରୋଗ ହେବାର ଅଧିକ ଆଶଙ୍କା ଥାଏ। କିନ୍ତୁ ଗବେଷଣା କହୁଛି ଯେଉଁମାନେ ପ୍ରତିଦିନ କ୍ଷୀର, ବଟର ଅବା ଦୁଗ୍ସଜାତୀୟ ପ୍ରଡକ୍ଟ ସେବନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ହୃଦ୍ ରୋଗ ବା ହାର୍ଟ ଆଟାକ୍‌ର କମ୍‌ ଆଶଙ୍କା ରହୁଛି।

ମ୍ୟାକ୍‌ ମାଷ୍ଟର ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଇଛି। ଏଥିରେ କୁହାଯାଇଛି ଯେ, ଦୁଗ୍ଧଜାତୀୟ ପ୍ରଡକ୍ଟ ସେବନ କରିବାରେ କୋଲେଷ୍ଟରଲକୁ ନେଇ ବିଶେଷ କିଛି ଭୟ କରିବାର କାରଣ ନାହିଁ। ଏବେ ଆମେରିକାର ଡାଏଟାରୀ ଗାଇଡ୍‌ଲାଇନ୍ସ ମୁତାବକ ଗୋଟିଏ ଦିନରେ ଉକ୍ତ ରାଷ୍ଟ୍ରରେ ୩ରୁ ଅଧିକ ଦୁଗ୍ଧଜାତୀୟ ଉତ୍ପାଦନ ପାଇଁ ପରାମର୍ଶ ଦିଆଯାଇଛି।

ସୁସ୍ଥ ସବଳ ତଥା ଫିଟ୍‌ ରହିବା ପାଇଁ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଦୁଗ୍ଧ ଜାତୀୟ ଖାଦ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆୟୁଷ ବୃଦ୍ଧି ହେଉଥିବା ଗବେଷଣାରୁ ଜଣାପଡ଼ିଛି। ଗୋଟିଏ ଦିନରେ ସର୍ବନିମ୍ନ ଦୁଇ ଗ୍ଲାସ୍‌ କ୍ଷୀର ପିଇବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story