ବ୍ରେଡ ହାଲୱା

ଆବଶ୍ୟକ ସାମଗ୍ରୀ: ବ୍ରେଡ୍ ସ୍ଲାଇସ୍, ଘିଅ, କଟା ଆଲମଣ୍ଡ, କଟା କାଜୁ, କିସମିସ, ଡାଲଚିନି ପାଉଡର, ଚିନି, ଖୁଆ, କ୍ଷୀର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଢ଼େଇରେ ଘିଅ ନେଇ ଗରମ କରନ୍ତୁ।  ବ୍ରେଡ୍ ସ୍ଲାଇସକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏହାର ଧାର ଗୁଡିକୁ କାଢ଼ି ଦିଅନ୍ତୁ। ଘିଅ ଗରମ ହେଲା ପରେ ସେଥିରେ ବ୍ରେଡ, କଟା ବାଦାମ, କାଜୁ ଓ କିସ୍‌ମିସ୍ ପକାଇ ଭାଜନ୍ତୁ। ଚିନି ଓ ଡାଲଚିନି ପାଉଡର ମଧ୍ୟ ପକାଇ ଦିଅନ୍ତୁ। […]

halwa1

halwa1

Rakesh Mallick
  • Published: Monday, 27 November 2017
  • Updated: 27 November 2017, 01:46 PM IST

ଆବଶ୍ୟକ ସାମଗ୍ରୀ: ବ୍ରେଡ୍ ସ୍ଲାଇସ୍, ଘିଅ, କଟା ଆଲମଣ୍ଡ, କଟା କାଜୁ, କିସମିସ, ଡାଲଚିନି ପାଉଡର, ଚିନି, ଖୁଆ, କ୍ଷୀର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଢ଼େଇରେ ଘିଅ ନେଇ ଗରମ କରନ୍ତୁ।  ବ୍ରେଡ୍ ସ୍ଲାଇସକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏହାର ଧାର ଗୁଡିକୁ କାଢ଼ି ଦିଅନ୍ତୁ। ଘିଅ ଗରମ ହେଲା ପରେ ସେଥିରେ ବ୍ରେଡ, କଟା ବାଦାମ, କାଜୁ ଓ କିସ୍‌ମିସ୍ ପକାଇ ଭାଜନ୍ତୁ। ଚିନି ଓ ଡାଲଚିନି ପାଉଡର ମଧ୍ୟ ପକାଇ ଦିଅନ୍ତୁ। ଏହାପରେ ଖୁଆ ଓ କ୍ଷୀର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ୨ ମିନିଟ୍ ହାଲକା ଆଞ୍ଚରେ ଫୁଟାନ୍ତୁ। ଟିକେ ସୁଖିଲା ହୋଇ ଆସିଲେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ନିଅନ୍ତୁ ପ୍ରସ୍ତୁତ ହୋଇଗଲା ସୁଆଦିଆ ବ୍ରେଡ୍ ହାଲୱା। ବର୍ତ୍ତମାନ ଏହାକୁ ପ୍ଲେଟରେ କାଢ଼ି ଉପରେ ଡ୍ରାଏ ଫ୍ରୁଟ୍ସ୍ ସଜାଇ ପରସନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos