ଆଳୁ ହାଲୁଆ ଖୁବ୍‌ ଟେଷ୍ଟି, ଜାଣନ୍ତୁ ତିଆରି କରିବାର ତରିକା

ସାଧାରଣତଃ ଲୋକେ ଆଳୁର ବ୍ୟବହାର କେବଳ ତରକାରୀରେ ବ୍ୟବହାର କରନ୍ତି। ହେଲେ ଆମେ ଆପଣଙ୍କୁ ଆଜି ଜଣାଇବୁ ଆଳୁରୁ  କିପରି ହାଲୁଆ ହୋଇପାରିବ ? ଖାସ କରି ଆପଣ ଏହାକୁ ବ୍ରତ ଓ ଉପବାସ ଥିବା ସମୟରେ ବନାଇପାରିବେ।  ଆସନ୍ତୁ ଜାଣିବା ଆଳୁ ହାଲୁଆ ବନାଇବାର ପ୍ରକ୍ରିୟା। ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାରର 4ଟି ଆଳୁ, ଆବଶ୍ୟକ ଅନୁଯାୟୀ ଚିନି, ଦୁଇ ଚାମଚ ଗାଈ ଘିଅ, ଦୁଇ ଚାମଚ ଫ୍ରେସ୍ କ୍ରିମ୍, ଅଦା, ଏକ ଚାମଚ ଡାଲଚିନି ପାଉଡର, […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:11 PM IST

Sports

Latest News

ସାଧାରଣତଃ ଲୋକେ ଆଳୁର ବ୍ୟବହାର କେବଳ ତରକାରୀରେ ବ୍ୟବହାର କରନ୍ତି। ହେଲେ ଆମେ ଆପଣଙ୍କୁ ଆଜି ଜଣାଇବୁ ଆଳୁରୁ  କିପରି ହାଲୁଆ ହୋଇପାରିବ ? ଖାସ କରି ଆପଣ ଏହାକୁ ବ୍ରତ ଓ ଉପବାସ ଥିବା ସମୟରେ ବନାଇପାରିବେ।  ଆସନ୍ତୁ ଜାଣିବା ଆଳୁ ହାଲୁଆ ବନାଇବାର ପ୍ରକ୍ରିୟା।

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାରର 4ଟି ଆଳୁ, ଆବଶ୍ୟକ ଅନୁଯାୟୀ ଚିନି, ଦୁଇ ଚାମଚ ଗାଈ ଘିଅ, ଦୁଇ ଚାମଚ ଫ୍ରେସ୍ କ୍ରିମ୍, ଅଦା, ଏକ ଚାମଚ ଡାଲଚିନି ପାଉଡର, କଟା ଆଲମଣ୍ଡ, କିସମିସ୍‌ ଓ କଟା କାଜୁ।

besan-ka-halwa-665x472ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କିଛି ଆଳୁ ସିଝାନ୍ତୁ। ଆଳୁ ସିଝିଲା ପରେ ଚୋପା ଛଡାଇ ତାକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ କଡ଼େଇରେ ଗାଈ ଘିଅ ପକାଇ ଗରମ କରନ୍ତୁ।  ସେଥିରେ ଚକଟା ହୋଇଥିବା ଆଳୁକୁ ପକାଇ ଘିଅ ନ ଛାଡିବା ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ପରେ ଚିନି ଓ ଫ୍ରେସ୍ କ୍ରିମ ପକାଇ ଏହା ସମ୍ପୂର୍ଣ୍ଣ ମିଶିବା ଯାଏଁ ଗୋଳାନ୍ତୁ। ପରେ ଏଥିରେ କଟା କାଜୁ, ବାଦାମ, କିସ୍‌ମିସ୍‌ ଓ ଡାଲଚିନି ପାଉଡ ପକାଇ ଦୁଇ ମିନିଟ ଯାଏଁ କଷନ୍ତୁ ।  ଧ୍ୟାନ ରଖନ୍ତୁ, ଯେପରି ଆଳୁ କଡେଇରେ ଲାଗି ନ ଯାଏ। ଦୁଇ ମିନିଟ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ହାଲୁଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story