ଆବଶ୍ୟକୀୟ ସାମଗ୍ରୀ: ଘୋଳ ଦହି, ଲମ୍ୱା ଲମ୍ୱା କଟା କଦଳୀ, ଜୀରା ଲଙ୍କ ଗୁଣ୍ଡ, ଭୃସଙ୍ଗ ପତ୍ର, ଶୁଖିଲା ଲଙ୍କ।, ଚିନି, ଗୋଟା ସୋରିଷ, ହଳଦୀଗୁଣ୍ଡ, ଚାଉଳ ଚୂନା, ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା କଦଳୀକୁ କାଟି ହଳଦୀ ପାଣିରେ ବୁଡେ଼ଇ ରଖନ୍ତୁ। କରେଇରେ ତେଲ ଗରମ କରି କଟା ହୋଇଥିବା କଞ୍ଚା କଦଳୀକୁ ଭଲଭାବେ ଭାଜି ଦିଅନ୍ତୁ। ଆଉ ଗୋଟେ କରେଇରେ ତେଲ ଗରମ କରି ସୋରିଷ, ଶୁଖିଲା ଲଙ୍କ। ଓ ଭୃସଙ୍ଗ ପତ୍ର ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ।ଏହା ପରେ ଘୋଳଦହିରେ ଚାଉଳ ଚୁନା, ଚିନି ଓ ଲୁଣ ପକେଇ ଭଲଭାବରେ ଗୋଳେଇ ଦିଅନ୍ତୁ। ଦହି ଫୁଟିବା ପରେ ଭଜା କଦଳୀକୁ ପକାନ୍ତୁ । ୨ ରୁ ୩ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଦହି କଦଳୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...