Advertisment

ଘରେ ଏମିତି ତିଆରି କରନ୍ତୁ ‘ନଡ଼ିଆ ବର୍ଫି’

ଆବଶ୍ୟକ ସାମଗ୍ରୀ: ନଡ଼ିଆ କୋରା, ଚିନି, କ୍ଷୀର, ଗୁଜୁରାତି, କାଜୁ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ। ତା’ପରେ କୋରା ନଡ଼ିଆ ଓ ଫୁଟା କ୍ଷୀରକୁ ଗ୍ରାଇଣ୍ଡରରେ ପେଷି ନିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଚୁଲିରେ ବସାଇ ବାରମ୍ବାର ଘାଣ୍ଟନ୍ତୁ। ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଫୁଟିଗଲା ପରେ ସେଥିରେ ଚିନି, ଗୁଜୁରାତି ଓ କାଜୁ ପକାଇ ଘାଣ୍ଟନ୍ତୁ। ବର୍ତ୍ତମାନ ଏକ ଥାଳିରେ ଗୁଆଘିଅ ମାରି ରଖନ୍ତୁ। ଏବେ ଏଥିରେ ଫୁଟୁଥିବା ମିଶ୍ରଣକୁ […]

ଘରେ ଏମିତି ତିଆରି କରନ୍ତୁ ‘ନଡ଼ିଆ ବର୍ଫି’

nariyal barfi-620

Advertisment

ଆବଶ୍ୟକ ସାମଗ୍ରୀ: ନଡ଼ିଆ କୋରା, ଚିନି, କ୍ଷୀର, ଗୁଜୁରାତି, କାଜୁ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ। ତା’ପରେ କୋରା ନଡ଼ିଆ ଓ ଫୁଟା କ୍ଷୀରକୁ ଗ୍ରାଇଣ୍ଡରରେ ପେଷି ନିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଚୁଲିରେ ବସାଇ ବାରମ୍ବାର ଘାଣ୍ଟନ୍ତୁ। ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଫୁଟିଗଲା ପରେ ସେଥିରେ ଚିନି, ଗୁଜୁରାତି ଓ କାଜୁ ପକାଇ ଘାଣ୍ଟନ୍ତୁ। ବର୍ତ୍ତମାନ ଏକ ଥାଳିରେ ଗୁଆଘିଅ ମାରି ରଖନ୍ତୁ। ଏବେ ଏଥିରେ ଫୁଟୁଥିବା ମିଶ୍ରଣକୁ ଢାଳିଦିଅନ୍ତୁ। ୧୦ ମିନିଟ୍‌ଏହାକୁ ଫ୍ରିଜରେ ରଖି କାଟି ପରଷି ଦିଅନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe