କେନ୍ଦୁଝରିଆ ପତ୍ର ପୋଡା ମାଂସ ଏବେ ରାଜଧାନୀରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କେନ୍ଦୁଝରିଆ ମାଉଁଶ ପୋଡ଼ା’ ଏବେ ରାଜଧାନୀ ଭୁବନେଶ୍ୱରରେ। ସଞ୍ଜ ନଇଁଲେ ଏଇ ପୋଡ଼ା ମାଂସ ଖାଇବାକୁ ଜମୁଛି ଭିଡ଼। ଏସି ହୋଟେଲରେ ବସି ଚିକେନ୍‌, ମଟନ୍‌ ଖାଇବାର ମଜାଠାରୁ ଏ ମଜା ନିଆରା। ଖୋଲା ଆକାଶ ତଳେ ଶାଳପତ୍ରରେ ପରସା ଯାଉଥିବା ଦେଶୀ କୁକୁଡା ନ ହେଲେ ଦେଶୀ ଖାସି ମାଂସ। ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଦେଖିବାକୁ ମିଳୁଛି ଏମିତି ପରିବେଶ। ସେପ୍ଟେମ୍ବର ୨୭ରୁ  ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖାଦ୍ୟମେଳା। ଏଠାରେ ଲାଗିଥିବା […]

78

78

Mihir Pattnayak
  • Published: Friday, 05 October 2018
  • Updated: 05 October 2018, 07:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କେନ୍ଦୁଝରିଆ ମାଉଁଶ ପୋଡ଼ା’ ଏବେ ରାଜଧାନୀ ଭୁବନେଶ୍ୱରରେ। ସଞ୍ଜ ନଇଁଲେ ଏଇ ପୋଡ଼ା ମାଂସ ଖାଇବାକୁ ଜମୁଛି ଭିଡ଼। ଏସି ହୋଟେଲରେ ବସି ଚିକେନ୍‌, ମଟନ୍‌ ଖାଇବାର ମଜାଠାରୁ ଏ ମଜା ନିଆରା। ଖୋଲା ଆକାଶ ତଳେ ଶାଳପତ୍ରରେ ପରସା ଯାଉଥିବା ଦେଶୀ କୁକୁଡା ନ ହେଲେ ଦେଶୀ ଖାସି ମାଂସ।

ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଦେଖିବାକୁ ମିଳୁଛି ଏମିତି ପରିବେଶ।

ସେପ୍ଟେମ୍ବର ୨୭ରୁ  ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖାଦ୍ୟମେଳା। ଏଠାରେ ଲାଗିଥିବା ବିଭିନ୍ନ ଷ୍ଟଲ ମଧ୍ୟରୁ କେନ୍ଦୁଝରରୁ ଆସିଥିବା ପତ୍ରପୋଡ଼ା ମାଂସ ଷ୍ଟଲ୍‌ରେ କିନ୍ତୁ ଲୋକମାନଙ୍କ ଭିଡ଼ ଟିକେ ଅଧିକ ହେଉଛି। ଏହି ଷ୍ଟଲ୍‌ରେ ପତ୍ରପୋଡ଼ା ଦେଶୀ କୁକୁଡ଼ା, ଖାସି ମାଂସ ସହିତ ପତ୍ର ପୋଡ଼ା ଛତୁ ଓ ଚିଙ୍ଗୁଡ଼ି ବି ମିଳୁଛି।

ଏହି ପୋଡା ମାସଂରେ ଅଧିକ ତେଲ ମସାଲା ଦିଆଯାଉନାହିଁ। ଅଧା ସିଝା ମାଂସରେ କେବଳ ସାମାନ୍ୟ ମସଲା ଦେଇ ଶାଳପତ୍ରରେ ଗୋଡ଼ାଇ ତାୱାରେ ଶେକାଯାଉଛି। ଆଉ ପ୍ରସ୍ତୁତ ହୋଇଯାଉଛି ସ୍ୱାଦିଷ୍ଟ ପତ୍ରପୋଡା ମାଂସ।

ଅତ୍ୟଧିକ ତେଲ ମସଲା ଏଥିରେ ଦିଆଯାଉ ନ ଥିବାରୁ ଲୋକମାନେ ଏହି ଖାଦ୍ୟକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହା ସହିତ ପୂର୍ବକାଳରେ ଯେମିତି ଲୋକମାନେ ପୋଡ଼ା ଜିନିଷ ଖାଉଥିଲେ ତାହାର ସ୍ୱାଦ ଉପଭୋଗ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story