ଭାରତୀୟ ଅର୍ଥନୀତିରେ ଚରମ ବିପର୍ଯ୍ୟୟ, ଆଗକୁ ବିସ୍ଫୋରଣ!

ପଞ୍ଚାନନ କାନୁନଗୋ ଗତ କିଛି ବର୍ଷ ହେବ ଭାରତର ଅର୍ଥନୀତିକୁ ନେଇ ଅନେକ ସପନ ସୌଦାଗରଙ୍କ ଉକ୍ତି ଭୁଲ ପ୍ରମାଣିତ ହୋଇ ସବୁ କ୍ଷେତ୍ରରେ ଏହା ବିପର୍ଯ୍ୟୟ ତଥା ବିପରୀତମୁଖୀ ହୋଇଥିବା ଦେଖାଯାଉଛି। ଭାରତର ଆର୍ଥିସ୍ଥିତି ୨୦୨୪ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଂଚିବ ବୋଲି ଏହି ସ୍ୱପ୍ନ ବଣ୍ଟନକାରୀମାନେ କହିଥିଲେ। ୨୦୧୩ରେ ଭାରତର ମୋଟ ଆର୍ଥିକ ସ୍ଥିତି ୨ଲକ୍ଷ ୫୦ ହଜାର କୋଟି ଥିଲା। ଏବେ ଡଲାର ତୁଳନାରେ ଟଙ୍କା ମୂଲ୍ୟର ଅବକ୍ଷୟ ୫ […]

Rupee

Rupee

Debendra Prusty
  • Published: Thursday, 04 August 2022
  • Updated: 04 August 2022, 03:23 PM IST

Sports

Latest News

  • ପଞ୍ଚାନନ କାନୁନଗୋ

ଗତ କିଛି ବର୍ଷ ହେବ ଭାରତର ଅର୍ଥନୀତିକୁ ନେଇ ଅନେକ ସପନ ସୌଦାଗରଙ୍କ ଉକ୍ତି ଭୁଲ ପ୍ରମାଣିତ ହୋଇ ସବୁ କ୍ଷେତ୍ରରେ ଏହା ବିପର୍ଯ୍ୟୟ ତଥା ବିପରୀତମୁଖୀ ହୋଇଥିବା ଦେଖାଯାଉଛି। ଭାରତର ଆର୍ଥିସ୍ଥିତି ୨୦୨୪ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଂଚିବ ବୋଲି ଏହି ସ୍ୱପ୍ନ ବଣ୍ଟନକାରୀମାନେ କହିଥିଲେ। ୨୦୧୩ରେ ଭାରତର ମୋଟ ଆର୍ଥିକ ସ୍ଥିତି ୨ଲକ୍ଷ ୫୦ ହଜାର କୋଟି ଥିଲା। ଏବେ ଡଲାର ତୁଳନାରେ ଟଙ୍କା ମୂଲ୍ୟର ଅବକ୍ଷୟ ୫ ଲକ୍ଷ କୋଟି ଅର୍ଥନୀତିକୁ ଆହୁରି ଅନେକ ବର୍ଷ ଘୁଞ୍ଚାଇ ଦେଇଛି। ହୁଏତ ଏହା ୨୦୩୦ମସିହା ସୁଦ୍ଧା ବି ସମ୍ଭବ ହୋଇ ନପାରେ (୨୦୧୪ର ଡଲାର ମୂଲ୍ୟ ତୁଳନାରେ)। ଏଥିରେ ଅର୍ଥଶାସ୍ତ୍ରୀମାନେ ବିଚଳିତ। ହେଲେ ସପନ ସୌଦାଗରମାନେ ପଡ଼ୋଶୀ ଦେଶ ଶ୍ରୀଲଙ୍କା, ପାକିସ୍ତାନ ସହ ତୁଳନା କରି ପଡ଼ୋଶୀ ଦୁଃଖରେ ସୁଖି ବାତାବରଣ ସୃଷ୍ଟି କରିଚାଲିଛନ୍ତି।

ଭାରତୀୟ ମୁଦ୍ରାର ବିଶ୍ୱ ବଜାରରେ ବିନିମୟ ହାର କ୍ଷୀପ୍ର ଗତିରେ ହ୍ରାସ ପାଇବାରେ ଲାଗିଛି। ବିଶ୍ୱ ବାଣିଜ୍ୟରେ ମୁଖ୍ୟତଃ ଡଲାରରେ କାରବାର ହୋଇଥାଏ। ଏହି ଡଲାର ମୂଲ୍ୟ ବଢ଼ି ବର୍ତ୍ତମାନ ଡଲାର ପିଛା ୮୦ ଟଙ୍କା ଛୁଇଁଲାଣି। ଦେଶ ଭିତରେ ଟଙ୍କାର ନିଜସ୍ୱ ମୂଲ୍ୟ ମଧ୍ୟ କମିବାରେ ଲାଗିଛି। ଅର୍ଥାତ୍‍ ଆଭ୍ୟନ୍ତରୀଣ ବଜାର କାରବାରରେ ଟଙ୍କାର କ୍ରୟଶକ୍ତି ହ୍ରାସ ପାଇବାରେ ଲାଗିଛି। ଟଙ୍କାର ଏପରି ଦୂରାରୋଗ୍ୟ ବ୍ୟବସ୍ଥା ଗତ ୨୦୧୬ ମସିହାରୁ ଜୋର ଧରିଥିବା ଦେଖାଯାଉଛି। ସ୍ୱାଧୀନତା ପରର ୬୦ ବର୍ଷରେ ଦେଶ ଯେତିକି ବିଦେଶୀ ଋଣ କରି ନଥିଲା ଗତ ଆଠ ବର୍ଷରେ (୨୦୧୪ରୁ ୨୦୨୨) ମଧ୍ୟରେ ତା’ ଠାରୁ ଢେର ଅଧିକ ଋଣ କରିଥିବାର ଦେଖାଯାଉଛି। ଭାରତୀୟ ଋଣ ୨୦୧୪ରେ ୭୭ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ ସୁଦ୍ଧା ଏହା ୨୩୬ ଲକ୍ଷ କୋଟି ଟଙ୍କାରେ ପହଂଚିବ ବୋଲି ଆକଳନ ଆସିଛି। ଏବେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୨୨.୯ ଲକ୍ଷ କୋଟି ଟଙ୍କାରେ ପହଂଚିଛି।

ବିଶ୍ୱ ବୈଷମ୍ୟ ତଥ୍ୟରୁ ଜଣାଯାଏ ଯେ ଜାତୀୟ ମୋଟ ଆୟର ବୃଦ୍ଧି ୧୯୮୦ରେ ୨୯୦% ଥିବାବେଳେ ୨୦୨୦କୁ ବୃଦ୍ଧି ପାଇ ୫୫୫% ଅଧିକ ହୋଇଛି। ଏପରି ବୃଦ୍ଧି ସମଗ୍ର ବିଶ୍ୱରେ ଭାରତରେ ହିଁ ଘଟିଛି। ଗତ ୧୦ ବର୍ଷ ମଧ୍ୟରେ ଅତି କ୍ଷୀପ୍ରତର ହୋଇଥିବା ଦେଖାଯାଉଛି। ଭାରତର ସମସ୍ତ ଲୋକସଂଖ୍ୟା ୧୦% ଆୟକାରୀ ଲୋକଙ୍କ ହାତରେ ୬୬% ସଂପତ୍ତି ଠୁଳ ହୋଇଛି। ଯେଉଁ ସମୟରେ ନିମ୍ନ ଆୟକାରୀ ୫୦% (ମୋଟ ଲୋକ ସଂଖ୍ୟାର) ପାଖରେ ମାତ୍ର ୬% ସଂପତ୍ତି ଅଛି। ପୁନଶ୍ଚ ଅଧିକରୁ ଅଧିକ ମାତ୍ର ୨୨ ଜଣ ପୁଂଜିପତିଙ୍କ ହାତରେ ଠୁଳ ହେବାରେ ଲାଗିଛି।

ଧନୀଙ୍କ ଉପରୁ ଟିକସ୍‍ ଆଦାୟ ଭାରତରେ ସମଗ୍ର ବିଶ୍ୱରେ ଅତି କମ୍‍ ଥିବାର ଦେଖାଯାଏ। ଯାହାକି ଜି.ଡ଼ି.ପି.ର ୧୭%ରୁ କମ୍‍। ବିଶ୍ୱର ଅନେକ ଦେଶରେ ଏହି ଟିକସ୍‍ ଆଦାୟ ଅନୁପାତ ଏହାର ଦୁଇଗୁଣ ୩୪% ଥିବାର ଦେଖାଯାଇଥାଏ। ଭାରତରେ ସଂପତ୍ତି କର ବସିବା ଦେଖାଯାଏ ନାହିଁ। ପ୍ରତ୍ୟକ୍ଷ କର ଯାହାକି ଉଚ୍ଚ ଆୟକାରୀଙ୍କଠାରୁ ଆଦାୟ କରାଯାଇଥାଏ, ତାହା ସମସ୍ତ ଆଦାୟ କରର ମାତ୍ର ୨୧% ହୋଇଥିବାବେଳେ ପରୋକ୍ଷକର ଯାହାକି ଗରିବ ଓ ସାଧାରଣଙ୍କଠାରୁ ଆଦାୟ କରାଯାଇଥାଏ, ତା’ର ପରିମାଣ ୫୬%ରୁ ଅଧିକ। ଏହି ପରିମାଣ ଗତ ୮ ବର୍ଷରେ ବୃଦ୍ଧି ପାଇବାରେ ଲାଗିଛି। କର୍ପୋରେଟ୍‍ ଟିକସ୍‍ ଗତ ୮ ବର୍ଷରେ ୩୫%ରୁ କମି ୨୫% (୨୦୧୯)ରେ ରଖାଗଲା ଓ ଏବେ ୨୨%କୁ କମିଛି। କେତେକ କ୍ଷେତ୍ରରେ ୧୫%ରେ ସୀମିତ ଅଛି। ଏବେ ଆହୁରି କମିବାର ପ୍ରସ୍ତାବ ରହିଛି। ସରକାରଙ୍କ ଭୁଲ୍‍ ନୀତି ହେତୁ ବହୁସଂଖ୍ୟକ ଲୋକ ମଧ୍ୟବିତ୍ତ ଆୟକାରୀ ପରିବାରରୁ ଖସିବାରେ ଗତ ୧୦ ବର୍ଷରେ ଲାଗିଛନ୍ତି। ଏହା ଯେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଏହା ନିଃସନ୍ଦେହରେ କୁହାଯାଇପାରେ ଓ ଏହା ଦେଶରେ ଅର୍ଥନୈତିକ ବିପର୍ଯ୍ୟୟର ମୁଖ୍ୟ କାରଣ ହେବ।

ଅନ୍ୟଏକ ବିପର୍ଯ୍ୟୟ ସଂଘୀୟ ଅର୍ଥନୀତିରେ ଆସିଛି। ଭାରତ ସମ୍ବିଧାନ ପ୍ରଣେତାଗଣ ଦେଶର ରାଜନୀତି କ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିଥିବାବେଳେ ଲୋକ-ଲୋକ ଭିତରେ ଆୟର ତାରତମ୍ୟକୁ ସ୍ୱୀକାର କରିବା ସହିତ ଅଞ୍ଚଳ ଅଞ୍ଚଳ ଭିତରେ ଥିବା ବୈଷମ୍ୟକୁ ମଧ୍ୟ ଗ୍ରହଣ କରିଥିଲେ। ଡକ୍ଟର ଆମ୍ବେଦକର ୧୯୪୯ରେ ସମ୍ବିଧାନ ପ୍ରଣୟନ ସଭାରେ ତାଙ୍କର ଶେଷ ବକ୍ତବ୍ୟ ରଖିବାକୁ ଯାଇ କହିଥିଲେ- “In politics we will have equality and in social and economic life will have inequality. These conflicts demanded attention, fail to do so and those denied will blow up the structure of Political Democracy.” ଡକ୍ଟର ଆମ୍ବେଦକରଙ୍କ ଏହି ଆଶଙ୍କାକୁ ଲକ୍ଷ୍ୟ ରଖି ଭାରତ ନବନିର୍ମାତା ପ୍ରଧାନମନ୍ତ୍ରୀ ଜବାହାରଲାଲ୍‍ ନେହେରୁ ଏପରି ବୈଷମ୍ୟ ଦୂର ଯୋଜନା ମାଧ୍ୟମରେ କରାଯାଇ ପାରିବ ବୋଲି ବିଚାର କରିଥିଲେ।

ସେହି ଅନୁସାରେ ପଞ୍ଚ ବାର୍ଷିକ ଯୋଜନାର ଆରମ୍ଭ ହୋଇଥିଲା। ଦ୍ୱିତୀୟତଃ ସମ୍ବିଧାନର ସ୍ୱୀକୃତି ସହିତ ଅର୍ଥ କମିଶନ ଗଠନ କରାଯାଇ ସମସ୍ତ ରାଜ୍ୟମାନଙ୍କ ଭିତରେ କେନ୍ଦ୍ରୀୟ ଅନୁଦାନର ଆବଣ୍ଟନ ପ୍ରକ୍ରିୟା ବ୍ୟବସ୍ଥା ମଧ୍ୟ ଆରମ୍ଭ ହେଲା। ଯଦିଓ ଏହି ଆବଣ୍ଟନ ପ୍ରକ୍ରିୟା ୧୯୩୫ର ଇଣ୍ଡିଆ ଆକ୍ଟ ପରି ଅତ୍ୟଧିକ ରାଜ୍ୟାଭିମୁଖୀ ନଥିଲା ତଥାପି ରାଜ୍ୟମାନଙ୍କ ସ୍ୱାତନ୍ତ୍ର‌୍ୟକୁ ଆଖି ଆଗରେ ରଖି କେନ୍ଦ୍ରୀୟ ପାଣ୍ଠିରୁ ଅର୍ଥ ଆବଣ୍ଟନ ସହିତ ରାଜ୍ୟମାନେ ନିଜ ନିଜର ପାଣ୍ଠି ସଂଗ୍ରହର ବ୍ୟବସ୍ଥା ମଧ୍ୟ ରହିଲା। ଟିକସ୍‍ ଆଦାୟର ବିଷୟ ମଧ୍ୟ ବାଣ୍ଟି ଦିଆଯାଇଥିଲା। ଏହା ଦ୍ୱାରା ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଥିଲା। ଏହାର ପୂର୍ଣ୍ଣଛେଦ ୨୦୧୪ ମସିହାରେ ପଡ଼ିଲା। କେନ୍ଦ୍ରୀୟ ଯୋଜନା କମିଶନର ଅନ୍ତ ଘଟିଲା। ପୂର୍ବରୁ ହୋଇ ଆସୁଥିବା କେନ୍ଦ୍ରୀୟ ଅର୍ଥ ବିନିଯୋଗରେ ଯୋଜନା କାର୍ଯ୍ୟକାରୀ ହେବା ବନ୍ଦ ହେଲା। ବରଂ ରାଜ୍ୟ ଓ କେନ୍ଦ୍ର ସହାୟତାରେ ହୋଇଥିବା ଅନେକ ପ୍ରକଳ୍ପ ବିକ୍ରୀ କରାଯାଇ ଲବ୍‍ଧ ଅର୍ଥ କେନ୍ଦ୍ରୀୟ ପାଣ୍ଠିକୁ ଗଲା। ବଡ଼ ପ୍ରକଳ୍ପ ଭାରତୀୟ ରେଳବାଇ ପର୍ଯ୍ୟାୟକ୍ରମେ ହସ୍ତାନ୍ତର ହେବା ଓ ବନ୍ଦର ସବୁ ହସ୍ତାନ୍ତର ହେବା ଆରମ୍ଭ ହୋଇଗଲା। ସବୁଠାରୁ ବଡ଼ ବିଡ଼ମ୍ବନା ହେଲା ୨୦୧୭ ମସିହା ଜୁଲାଇ ମାସରୁ ରାଜ୍ୟମାନଙ୍କର ଟିକସ ଆଦାୟ କ୍ଷମତା କେନ୍ଦ୍ର ହାତରେ ଠୁଳ ହୋଇ ରାଜ୍ୟର ଲୋକସାନ ହେଲେ କ୍ଷତି ଭରଣାର ପ୍ରତିଶ୍ରୁତି ଦିଆଗଲା। ଯାହାକି ଚଳିତ ବର୍ଷ ଜୁଲାଇଠାରୁ ବନ୍ଦ କରିଦିଆଗଲା। ଅନ୍ୟପକ୍ଷରେ ରାଜ୍ୟର ଆୟ ସଂକୁଚିତ ହୋଇ କେନ୍ଦ୍ରୀୟ ଆୟ ସଂପ୍ରସାରିତ ହେବା ପାଇଁ ଅନେକ ଉପ କର ଆଦି ବସାଗଲା, ଯାହା ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ ହେବା ସୁଯୋଗ ରହିତ। ଅଣଟିକସ୍‍ କ୍ଷେତ୍ରରେ ମଧ୍ୟ ଅନେକ ବ୍ୟବସ୍ଥା ନିଲାମ ପ୍ରକ୍ରିୟା ଭିତରକୁ ଯାଇ କେନ୍ଦ୍ରୀୟ କ୍ଷମତା ଅନ୍ତର୍ଭୁକ୍ତ ହେଲା ଓ ରାଜ୍ୟ ପାଉଥିବା ରାଜଭାଗ ବନ୍ଦ କରି ଦିଆଗଲା। କେବଳ ପେଟ୍ରୋଲ, ଡିଜେଲ, ବିଦ୍ୟୁତ୍‍, ମଦ ଉପରୁ ଟିକସ ଆଦାୟ କରି ରାଜ୍ୟମାନେ ବଂଚିଛନ୍ତି। ଏହା ଯେକୌଣସି ସମୟରେ ବନ୍ଦ ହୋଇଯାଇପାରେ।

ଏକ ଦେଶ ଏକ ବ୍ୟବସ୍ଥା ନାମରେ ରାଜନୈତିକ କେନ୍ଦ୍ରୀକରଣ ବ୍ୟବସ୍ଥା ସହିତ ଅର୍ଥନୈତିକ କେନ୍ଦ୍ରୀକରଣ ଯୋଡ଼ା ହୋଇଗଲା ରାଜ୍ୟମାନଙ୍କ ନିଜସ୍ୱ ଆର୍ଥିକ କ୍ଷମତା ଦୃତଗତିରେ ହ୍ରାସ ପାଇ ୩୮% ରେ ପହଂଚିଛି, ଯାହାକି ପୂର୍ବସ୍ଥିତିରେ ୬୬%ରୁ ୬୯%ରେ ଥିଲା। ରାଜ୍ୟମାନଙ୍କର ଆୟ ମୋଟ ରାଜ୍ୟ ଆୟର ୬%ରେ ଗତ ୧୦ ବର୍ଷ ଧରି ରହି ଆସିଛି। ଅଧିକନ୍ତୁ ଚତୁର୍ଦ୍ଦଶ ଅର୍ଥ କମିଶନ କେନ୍ଦ୍ରୀୟ ଆୟ ୪୨% ରାଜ୍ୟ ଭିତରେ ଆବଣ୍ଟନ କରିବା ପ୍ରସ୍ତାବ ରଖିଥିଲାବେଳେ ପରବର୍ତ୍ତୀକାଳରେ ଏହା ୪୧%ରୁ କମାଇ ଦିଆଗଲା। କର୍ପୋରେଟ୍‍ ଟ୍ୟାକ୍ସରେ ରିହାତି ଓ ଜି.ଏସ୍‍.ଟି. କ୍ଷତି ଭରଣା ବନ୍ଦ ହେବା ଫଳରେ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତି ଖୁବ୍‍ ଦୁର୍ବଳ ହୋଇଗଲା।

ସଂବିଧାନ ପ୍ରଦତ୍ତ ସଂଘୀୟ ବ୍ୟବସ୍ଥା ଓ ରାଜ୍ୟମାନଙ୍କର ସ୍ୱତନ୍ତ୍ର କ୍ଷମତା ଗତ ଦଶନ୍ଧି ଧରି ଦିନକୁ ଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି। ଯାହାକି ଦେଶରେ ୧୩୧ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଚାଲୁ ରହିଛି। ସେଥିରେ ରାଜ୍ୟର ଅଂଶ ୨୦୧୪ ପରେ ଅତିମାତ୍ରାରେ (୪୦%) ବୃଦ୍ଧିପାଇ ରାଜ୍ୟ ପାଇଁ ଦୁର୍ଭାଗ୍ୟର କାରଣ ହୋଇଛି। ପୂର୍ବରୁ (୨୦୧୪)କୁ ରାଜ୍ୟ ଅଂଶ ୧୦%ରୁ ୨୫% ମଧ୍ୟରେ ଥିଲା। ରାଜ୍ୟ ତାଲିକାଭୁକ୍ତ ସମସ୍ତ ବିଷୟ ଉପରେ ରାଜ୍ୟମାନଙ୍କରେ ସ୍ୱତନ୍ତ୍ର କ୍ଷମତା ସଂକୁଚିତ ହୋଇଛି। ସଂଘୀୟ ବ୍ୟବସ୍ଥାରେ ଏହି ବିପର୍ଯ୍ୟୟ ରାଜ୍ୟ ରାଜ୍ୟ ମଧ୍ୟରେ, ଅଞ୍ଚଳ ଅଞ୍ଚଳ ମଧ୍ୟରେ ବୈଷମ୍ୟ ବୃଦ୍ଧିର କାରଣ ହୋଇଛି। ଏହି ସମସ୍ତ ବୈଷମ୍ୟ ଦେଶର ଆର୍ଥିକ ସ୍ଥିତିକୁ କେବଳ ବିପର୍ଯ୍ୟସ୍ତ କରୁନାହିଁ, ସମଗ୍ର ବଜାର ବ୍ୟବସ୍ଥାରେ ପ୍ରତିକୁଳ ପ୍ରଭାବ ପକାଉଛି। ଅଧିକନ୍ତୁ ରାଜ୍ୟ ଓ ଲୋକମାନଙ୍କୁ କେନ୍ଦ୍ର ଉପରେ ଅଧିକ ନିର୍ଭରଶୀଳ କରିବ। ସମଗ୍ର ବିଶ୍ୱ ବା ଅନ୍ୟଦେଶରେ ଆର୍ଥିକ ବିଶୃଙ୍ଖଳା ବା ସଂକୋଚନ ଘଟିଲେ ତାର ପ୍ରଭାବ ଭାରତ ଓ ଭାରତବାସୀଙ୍କ ଉପରେ ଘନୀଭୂତ ହେବ। ଅତୀତରେ ବିଶ୍ୱ ଅର୍ଥନୈତିକ ବିପର୍ଯ୍ୟୟର କୁପ୍ରଭାବ (୨୦୦୫ରୁ ୨୦୦୮) ଭାରତ ଉପରେ ବିଶେଷ ପଡ଼ି ନଥିଲା। ଭାରତର ଆର୍ଥିକ ବିକେନ୍ଦ୍ରୀକରଣ ପ୍ରତି ବଦଳରେ କେନ୍ଦ୍ରୀଭୂତ ହେଲେ ବୈଷମ୍ୟର ମାତ୍ର ବୃଦ୍ଧି ପାଇବା ସହିତ ଦେଶର ପୁଂଜି ବ୍ୟବସ୍ଥା ମଧ୍ୟ ଭୁଷୁଡ଼ି ପଡ଼ିବ। ପୁଂଜିବାଦର ଏହା ହେଉଛି ଏକ ଗାଣିତିକ ଧାରା ବୋଲି ଧରାଯାଇଥାଏ। ସମସ୍ତ ସ୍ୱପ୍ନବିଳାସୀ ଓ ସ୍ୱପ୍ନର ସୌଦାଗରମାନେ ବେଳ ହୁଁ ସାବଧାନ ନ ହେଲେ ଚରମ ବିପର୍ଯ୍ୟୟ ଭିତରକୁ ଭାରତ ଓ ଭାରତବାସୀ ଠେଲି ହୋଇଯିବେ।

ଆର୍ଥିକ ବିଶୃଙ୍ଖଳା ରାଜନୈତିକ ଓ ସାମାଜିକ ବିଶୃଙ୍ଖଳାର ଜନ୍ମଦାତା ହେବ। ଯାହାକୁ ସମ୍ଭାଳିବା ବା ସଜାଡ଼ିବା ନିମନ୍ତେ ଶାସନ ବ୍ୟବସ୍ଥା ସକ୍ଷମ ହେବନାହିଁ। ସ୍ମରଣ କରିବାକୁ ହେବ ଯେ ୧୯୬୭ରେ ତାମିଲନାଡ଼ୁ ସରକାର ଗଠନ କରିଥିବା ଜଷ୍ଟିସ୍‍ ରାଜମନର କମିଟି ଦେଇଥିବା ମତାମତ ଗୁରୁତ୍ୱ ବୃଦ୍ଧି ପାଇଛି। ଏବେ ମାନ୍ୟବର ସୁପ୍ରିମକୋର୍ଟଙ୍କର ଜି.ଏସ୍‍.ଟି. ସଂପର୍କିତ ପ୍ରକାଶିତ ରାୟର ପ୍ରଭାବ କେରଳରେ ଅନୁଭୂତ ହୋଇଛି। କେରଳ ସରକାର କେତେକ ଦ୍ରବ୍ୟ ଉପରେ ଜି.ଏସ୍‍.ଟି ବସାଇବାକୁ ସିଧାସଳଖ ମନା କରିଦେଲେଣି। ଆଚରଣ ବା ନିଷ୍ପତ୍ତି ଅନ୍ୟ ରାଜ୍ୟମାନଙ୍କରେ ଖୁବ୍‍ ଶୀଘ୍ର ପ୍ରକାଶ ପାଇ ଆନ୍ଦୋଳନର ରୂପ ନେବା ଆଶଙ୍କା ରହିଛି। ରାଜ୍ୟମାନେ କେନ୍ଦ୍ର ସରକାରଙ୍କର କାର୍ଯ୍ୟ ନିର୍ବାହୀ ପ୍ରକ୍ରିୟାରେ ଏଜେଣ୍ଟ ଭାବେ କାର୍ଯ୍ୟ ନକରି ନିଜର ସ୍ୱତନ୍ତ୍ର ସତ୍ତା ଦାବି କରିବେ। ମହାତ୍ମା ଗାନ୍ଧି ଏକଦା କହିଥିଲେ ଧନୀ ଦରିଦ୍ର ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଲେ ଗରିବଙ୍କ ତରଫରୁ ବିସ୍ଫୋରଣ ହେବ। ଏକଥା ସମସ୍ତେ ମନେରଖିବା ଉଚିତ।

ଫୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story