କିଏ ପ୍ରଶାନ୍ତ କିଶୋର, ତାଙ୍କ ଭୂମିକା କ’ଣ?

ସୂର୍ଯ୍ୟମଣି ମିଶ୍ର କଂଗ୍ରେସ ନେତାଙ୍କୁ ତୃଣମୂଳ କଂଗ୍ରେସକୁ ଆଣିବା କାମ କିଏ କରୁଛନ୍ତି? ଜାତୀୟ ରାଜନୀତିରେ ଏବେ ଏହି ପ୍ରସଙ୍ଗ ରୋଚକ ହୋଇଛି। ନେତା ହରଣର ଏହି ନୂଆ ରଣନୀତି ପ୍ରଶାନ୍ତ କିଶୋର(ପିକେ)ଙ୍କ ଦେଖାରେଖାରେ ଚାଲିଛି ସମ୍ଭବତଃ। “କଂଗ୍ରେସ ମୁକ୍ତ ଭାରତ”ର କଥା କହିଥିଲେ ଅମିତ ଶାହା। ଏହି କଥାକୁ ପ୍ରଶାନ୍ତ କିଶୋର ନିଷ୍ଠାର ସହ କାର୍ଯ୍ୟକାରୀ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ୪୪ ବର୍ଷୀୟ ପ୍ରଶାନ୍ତ କିଶୋର ମଇ ୨୦୨୧ରେ ନିଜକୁ ନିଜେ ରିଟାୟର୍‌ ବୋଲି […]

prasanth-kishore

prasanth-kishore

Debendra Prusty
  • Published: Wednesday, 22 December 2021
  • Updated: 22 December 2021, 05:24 PM IST

ସୂର୍ଯ୍ୟମଣି ମିଶ୍ର

କଂଗ୍ରେସ ନେତାଙ୍କୁ ତୃଣମୂଳ କଂଗ୍ରେସକୁ ଆଣିବା କାମ କିଏ କରୁଛନ୍ତି? ଜାତୀୟ ରାଜନୀତିରେ ଏବେ ଏହି ପ୍ରସଙ୍ଗ ରୋଚକ ହୋଇଛି। ନେତା ହରଣର ଏହି ନୂଆ ରଣନୀତି ପ୍ରଶାନ୍ତ କିଶୋର(ପିକେ)ଙ୍କ ଦେଖାରେଖାରେ ଚାଲିଛି ସମ୍ଭବତଃ। କଂଗ୍ରେସ ମୁକ୍ତ ଭାରତର କଥା କହିଥିଲେ ଅମିତ ଶାହା। ଏହି କଥାକୁ ପ୍ରଶାନ୍ତ କିଶୋର ନିଷ୍ଠାର ସହ କାର୍ଯ୍ୟକାରୀ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ୪୪ ବର୍ଷୀୟ ପ୍ରଶାନ୍ତ କିଶୋର ମଇ ୨୦୨୧ରେ ନିଜକୁ ନିଜେ ରିଟାୟର୍‌ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ପିକେ ନେତା ହରଣ କାର୍ଯ୍ୟରୁ ନିଜକୁ ଦୂରେଇ ରଖିନାହାଁନ୍ତି।

ନିର୍ବାଚନୀ ରଣନୀତିକାର ଭାବେ ପରିଚିତ ପିକେ ଏହି କାମ କରିବେ ବା ନ କରିବେ, ରାଜନୀତିରେ ଏହାକୁ ନେଇ କିଏ ପ୍ରଶ୍ନ କରିବେ?

ସ୍ପଷ୍ଟ ସୂଚନା ମିଳୁଛି ଯେ ପ୍ରଶାନ୍ତ କିଶୋରଙ୍କୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ ବ୍ୟବହାର କରୁଛନ୍ତି। ମମତାଙ୍କ ଲକ୍ଷ୍ୟ ଦେଶର ପ୍ରଧାନମନ୍ତ୍ରୀ ହେବେ ବା ମୋଦୀଙ୍କୁ ହରେଇବେ। ବିଜେପିର ସେକେଣ୍ଡମ୍ୟାନ୍‌ ଇନ୍‌ କମାଣ୍ଡ ଅମିତ ଶାହଙ୍କ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ

ଏହା ମଧ୍ୟରେ ମେଘାଳୟରେ ୧୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକଙ୍କୁ ଟିଏମ୍‌ସିକୁ ଆଣିବାରେ ସଫଳ ହୋଇଛନ୍ତି ସୁଶ୍ରୀ ମମତା। ଏହା ପଛରେ ରହିଛି ପିକେଙ୍କ ରଣନୀତି।

୧୯୭୬ରୁ ୨୦୧୮ ମେଘାଳୟରେ ୧୫ ଥର କଂଗ୍ରେସ ସରକାର ଗଠନ କରିଥିଲା। ଏବେ କିପରି କାହିଁକି ଏ ବିପର୍ଯ୍ୟୟ? ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ୧୭ ସଦସ୍ୟ ଥିଲେ କଂଗ୍ରେସ ଦଳର। ଏବେ ଏହା ଏକ ୫ ସଦସ୍ୟ ବିଶିଷ୍ଟ ଦଳ। ଟିଏମ୍‌ସି ବିନା ନିର୍ବାଚନୀ ପ୍ରତିଦ୍ୱିନ୍ଦିତାରେ ବିଧାନସଭାରେ ଶୂନ୍ୟରୁ ୧୨ ବିଧାୟକ। ଏହି ସଫଳତା ପଛରେ ପିକେ। ୨୧ରୁ ୧୭ ଏବେ ପୁଣି ୫ରେ ସୀମିତ କଂଗ୍ରେସ ମେଘାଳୟରେ। ୧ ମାର୍ଚ୍ଚ ୨୦୧୯ରେ ପଞ୍ଜାବର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟୁଇଟ୍‌ କରି ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇ ସେ ଆନନ୍ଦିତ ବୋଲି ଉଲ୍ଲେଖ କରିଥିଲେ। ମାସକୁ ୧ ଟଙ୍କାରେ ନିଯୁକ୍ତ! ଏହି ପଦରୁ ୫ ଅଗଷ୍ଟ ୨୦୨୧ରେ ପିକେ ଇସ୍ତଫା ଦେଲେ।

ଉଲ୍ଲେଖ କରିବା ଉଚିତ୍‌ ହେବ ୧୬ ସେପ୍ଟେମ୍ବର ୨୦୧୮ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ୍‌ କୁମାରଙ୍କ ପରାମର୍ଶଦାତା ହୋଇଥିଲେ ପିକେ।

ବିହାର ଯୁବ ବର୍ଗଙ୍କ ପାଇଁ ଇଣ୍ଡିଆନ୍‌ ପଲିଟିକାଲ୍‌ ଆକ୍ସନ କମିଟି ଏବଂ ବିହାର ବିକାଶ ମିଶନ ଗଠନ କରିଥିଲେ ପ୍ରଶାନ୍ତ କିଶୋର।

୯ ସେପ୍ଟେମ୍ବର ୨୦୧୮ରେ ଇଣ୍ଡିଆନ୍‌ ବିଜିନେସ୍‌ ସ୍କୁଲ୍‌ରେ ଭାଷଣ ଦେଇ ପିକେ କହିଥିଲେ ୨୦୧୯ରେ ସେ କୌଣସି ଦଳ ପାଇଁ କାମ କରିବେ ନାହିଁ କି ପ୍ରଚାରକ ହେବେ ନାହିଁ। ୫ ଅଗଷ୍ଟ ୨୦୨୦ରେ ନୀତୀଶ କୁମାରଙ୍କ ପିଣ୍ଡା ଛାଡ଼ିଥିଲେ।

ଭାରତୀୟ ପଲିଟିକାଲ୍‌ ସିଷ୍ଟମ୍‌ ପାଇଁ କୌଣସି ପିଏଚ୍‌ଡି କି ଡିଲିଟ୍‌  ଆବଶ୍ୟକ ନୁହେଁ, ଏହା ପ୍ରମାଣ କରି ଦେଖାଇଛନ୍ତି ପିକେ।

ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ବିହାରରେ ସେକେଣ୍ଡାରୀ, ହାଇଦ୍ରାବାଦରେ ଇଞ୍ଜିନିୟରିଂ, ଏହା ପରେ ପିଜି ଡିପ୍ଲୋମା ଇନ୍‌ ପବ୍ଲିକ୍‌ ହେଲ୍‌ଥ ପଢ଼ିଥିଲେ। ୟୁଏନ୍‌ରେ ହେଲ୍‌ଥ ସ୍ପେଶାଲିଷ୍ଟ ରିସର୍ଚ୍ଚ ପାଇଁ ସୁଯୋଗ ପାଇଥିଲେ।

୨୦୧୧ରେ ଗୁଜରାଟରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ, ମୋଦୀ ତାଙ୍କର ରାଜନୈତିକ ବିଶ୍ଳେଷଣ ଉପରେ ଖୁସି ହୋଇଥିଲେ। ଗୁଜରାଟରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ନେଇଥିଲେ। ସିଟିଜନ୍‌ ଫର ଆକାଉଣ୍ଟେବ୍‌ଲ ଗଭର୍ଣ୍ଣାନ୍ସନାମରେ ଗ୍ରୁପ୍‌ ଗଠନ କରିଥିଲେ ପିକେ। ଏଥି ପାଇଁ ବିଜେପିର ସହାୟତା ନେଇଥିଲେ। ପରେ ପରେ ଗଠନ କରିଥିଲେ ଇଣ୍ଡିଆନ୍‌ ପଲିଟିକାଲ୍‌ ଆକ୍ସନ କମିଟି। ପ୍ରଚାର ହେଲା ପ୍ରଶାନ୍ତ କିଶୋର ଯେଉଁ ଦଳର ରଣନୀତିକାର ହେଉଛନ୍ତି ସେହି ଦଳ ନିର୍ବାଚନରେ ଜିତୁଛି ଓ ସରକାର ଗଠନ କରୁଛି।

ମଇ ୨୦୧୭ରେ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ରାଜନୈତିକ ପରାମର୍ଶଦାତା ହୋଇଥିଲେ ପିକେ। ନିର୍ବାଚନୀ ରଣନୀତିର ଡିଜାଇନ୍‌ ତିଆରି କରିଥିଲେ। ୱାଇଏସ୍‌ଙ୍କ ପାଇଁ ନିର୍ବାଚନୀ ସଫଳତା ମିଳିଗଲା ପ୍ରଶାନ୍ତ କିଶୋରଙ୍କ ପ୍ରଜା ସଂକଳ୍ପ ଯାତ୍ରା ଏବଂ ଆନ୍ନା ପିଲୁପୁ ସମର ସଖରବମ୍‌  ହିଟ୍‌ ହୋଇଥିଲା। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ୱାଇଏସ୍‌ଆର୍‌ କଂଗ୍ରେସ ଦଳକୁ ୧୫୧ ଆସନ ମିଳିଥିଲା। ଏହି ରଣନୀତିକାର ପ୍ରଶାନ୍ତ କିଶୋର ୨୦୨୦ରେ ଦିଲ୍ଲୀର ନିର୍ବାଚନରେ ଅରବିନ୍ଦ କେଜରିୱାଲ୍‌ଙ୍କ ସାରଥି ହୋଇଥିଲେ। ୭୦ ବିଧାନସଭା ଆସନରୁ ୬୨ ଆସନରେ ସଫଳତା ଆଣିଦେଇଥିଲେ। ୨୦୨୦ରେ ବିହାରରେ ନୀତୀଶଙ୍କ ପାଇଁ, ୨୦୨୧ରେ ପଶ୍ଚିମବଙ୍ଗରେ ସୁଶ୍ରୀ ମମତାଙ୍କ ପାଇଁ ରଣନୀତିକାର ହୋଇଥିଲେ।

କିନ୍ତୁ ୨୦୧୭ରେ ଉତ୍ତର ପ୍ରଦେଶ ନିର୍ବାଚରେ କଂଗ୍ରେସ ଦଳ ପାଇଁ ରଣନୀତିକାର ହୋଇଥିବା ପ୍ରଶାନ୍ତ କିଶୋର କଂଗ୍ରେସ ଦଳକୁ ମାତ୍ର ୭ ଆସନରେ ବିଜୟୀ କରିବାରେ ସଫଳ ହୋଇପାରିଥିଲେ।

୧୪ ଜୁଲାଇ ୨୦୨୧ରେ ଖବର ମିଳିଲା ପ୍ରଶାନ୍ତ କିଶୋର ୧୦ ଜନପଥରେ ଗାନ୍ଧିଙ୍କୁ ସାକ୍ଷାତ୍‌ କରିଛନ୍ତି। ଅନୁଷ୍ଠିତ ବୈଠକରେ ରାହୁଳ, ପ୍ରିୟଙ୍କା, କଂଗ୍ରେସ ଦଳର ଦୁଇ ଜେନେରାଲ୍‌ ସେକ୍ରେଟାରୀ କେସି ବେଣୁଗୋପାଳ ଏବଂ ହରିଶ ରାୱତ୍‌ ଉପସ୍ଥିତ ଥିଲେ। ଶ୍ରୀମତୀ ସୋନିଆ ଗାନ୍ଧି ମଧ୍ୟ ଭିଡିଓ କନ୍‌ଫରେନ୍ସରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ପ୍ରଚାର ଜୋର୍‌ ଧରିଲା ଯେ କଂଗ୍ରେସ ଦଳରେ ପ୍ରଶାନ୍ତ କିଶୋରଙ୍କୁ ବଡ଼ ପଦବୀ ମିଳିବ। କିନ୍ତୁ ୨୮ ଜୁଲାଇ ୨୦୨୧ରେ ତ୍ରିପୁରାରେ ୭ ଜଣ ବଡ଼ କଂଗ୍ରେସ ନେତା କଂଗ୍ରେସ ଛାଡ଼ି ଟିଏମ୍‌ସିରେ ଯୋଗଦେଲେ। ଏହାପରେ ପ୍ରଶାନ୍ତ କିଶୋର କଂଗ୍ରେସ ଦଳର ସଂଗଠନାତ୍ମକ ଦୁର୍ବଳତାକୁ ନେଇ ପ୍ରଶ୍ନ କରିଛନ୍ତି। ରାହୁଳ ଗାନ୍ଧୀଙ୍କ କାର୍ଯ୍ୟଧାରା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ମନେ ହେଉଛି ପ୍ରଶାନ୍ତ କିଶୋରଙ୍କ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ। ଯାହା ପିଏମ୍‌ ମୋଦୀ ଚାହାନ୍ତି!

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‌:୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story