Advertisment

ଏ କଣ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ? ସିଡ଼ିରେ ବୁହା ହେଉଛନ୍ତି ରୋଗୀ

ଦୀର୍ଘଦିନ ଧରି SCB ମେଡିକାଲରେ ଲିଫ୍ଟ ଅଚଳ ହୋଇପଡିଥିବାରୁ ସିଡ଼ିରେ ବୁହା ହେଉଛନ୍ତି ରୋଗୀ।

author-image
Manoj Swain

କଟକ ବଡ଼ ମେଡିକାଲରେ ରୋଗୀ ସେବାର ବିକଳ ଚିତ୍ର । ଦୀର୍ଘଦିନ ଧରି SCB ମେଡିକାଲରେ ଲିଫ୍ଟ ଅଚଳ ହୋଇପଡିଥିବାରୁ ସିଡ଼ିରେ ବୁହା ହେଉଛନ୍ତି ରୋଗୀ।

Advertisment
Odisha Cuttack Scb Medical