ଭୁବନେଶ୍ୱର ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ଦୁଇଜଣ ଗିରଫ। କମିଶନରେ ପୁଲିସ ଆଜି ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁବ୍ରତ ଦାସ ଓ ତ୍ରିଭେନ୍ଦ୍ରମ ଦାସଙ୍କୁ ଗିରଫ କରିଛି। କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ଚଢ଼ାଉ ପରେ ଏମାନଙ୍କୁ ଗିରଫ କରାଯାଇଛି।
ସୁଧ ଟଙ୍କାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ହେବା ସହ ଗାଁରେ ଅଶାନ୍ତ ପରିବେଶ ଲାଗି ରିହଛି। ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁରବୀମାନଙ୍କୁ ଦାୟିତ୍ୱ ଦେବା ସହ ଶାନ୍ତି ପାଇଁ ଲୋକଙ୍କୁ ଅପିଲ କରିଛି ପୁଲିସ। ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି।
Also Read
ପଦ୍ମକେଶରୀପୁର ଗାଁରେ ସୁଧ କାରବାର କରୁଥିବା ଆଉ କିଛି ଲୋକଙ୍କ ଲିଷ୍ଟ ପ୍ରସ୍ତୁତ କରିଛି ପୁଲିସ। ବେଆଇନ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ, ଗୋଟିଏ ଆକାଉଣ୍ଟରେ ରହିବ ରୋଗୀର ପୂର୍ବ ଡାଟା
ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଏହି ମିଶନ ଅଧୀନରେ ରୋଗୀଙ୍କୁ ମିଳିବ ଏକ ସ୍ୱତନ୍ତ୍ର କାର୍ଡ।
Health
ଆୟୁଷ୍ମାନ ଭାରତରେ କାହାକୁ କେତେ ଟଙ୍କାର ବୀମା ମିଳିବ?
ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ। ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ
Health
ଆସିଲା ସାଂଘାତିକ ତଥ୍ୟ: ଗୋଟିଏ ସିଗାରେଟ ନେଉଛି ୨୦ ମିନିଟ ଆୟୁଷ
ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।
Health
ଭଲ ଖବର: ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ
ବଡ଼ କଥା ହେଲା ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା।
Health
ରାସ୍ତାରେ ଯାଉଥିବା ବେଳେ ଛିଣ୍ଡିଗଲା ତାର, ଜୀବନ୍ତ ଜଳି ଗଲେ ବାପା, ଝିଅ ଓ ଭାଣିଜୀ
ହଠାତ୍ ମୁଣ୍ଡ ଉପରେ ଦେଇ ଯାଇଥିବା ହାଇଭୋଲଟେଜର ତାର ରାସ୍ତାରେ ଛିଣ୍ତି ପଡ଼ିଥିଲା। ଏହା ସଂସ୍ପର୍ଶରେ ଆସି ବାଇକରେ ଯାଉଥିବା ବାପା, ଝିଅ ଓ ଭାଣିଜୀ ମାତ୍ର କିଛି ସେକେଣ୍ତ ମଧ୍ୟରେ ଜୀବନ୍ତ ଜଳି ପାଉଁଶ ହୋଇଯାଇଛନ୍ତି।