ଏମିତି କୀଟ କାମୁଡିବା ମାତ୍ରେ ମରିଯାଉଛି ମଣିଷ | Odisha Reporter
Advertisment
ଓଡ଼ିଶାର ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଆତଙ୍କ । ବିଷାକ୍ତ କୀଟ କାମୁଡ଼ାରେ ଗଲାଣି ୫ଜଣଙ୍କ ଜୀବନ । ଡେଙ୍ଗୁ ଓ ମ୍ୟାଲେରିଆ ପରେ ଗଲା କିଛି ମାସଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି ସ୍କ୍ରବ ଟାଇଫସ ସଂକ୍ରମଣ । ତେବେ ଏଥିରେ ସବୁଠ ଅଧି ପ୍ରଭାବି ହୋଇଛି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us