ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍

ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।

Fake Tea

ନକଲି ଚା’

Tapaswini Nayak
  • Published: Saturday, 07 December 2024
  • Updated: 07 December 2024, 09:46 AM IST

Sports

Latest News

ଅଟୋ ପାର୍ଟସ ଦୋକାନର ସାଇନ୍ ବୋର୍ଡ ଲଗାଇ ଭିତରେ ଚାଲିଥିଲା ନକଲି ଚା’କାରାଖାନା। ଜଳେଶ୍ୱର ପୁଲିସ ସହାୟତାରେ ଏହି କାରଖାନାରେ ଚଢ଼ାଉ କରିଛି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟିମ୍। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅଗ୍ରୱାଲା ଛକ ନିକଟରେ ଥିବା ଚା' ପ୍ୟାକେଜିଂ କାରଖାନାରେ ଗତକାଲି ଏହି ଚଢ଼ଉ କରାଯାଇଛି। ଚଢ଼ାଉ ବେଳେ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା’ କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ୟାଗ୍ ଜବତ କରାଯାଇଛି।

ଅଗ୍ରୱାଲା ଛକ ନିକଟରେ ଥିବା ଚା' ପ୍ୟାକେଜିଂ କାରଖାନାଟି ବଜାରରୁ ଶସ୍ତା ଦାମରେ ଚା' କ୍ରୟ କରି ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ଚା' ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଟାଟା ଟି କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ଜଳେଶ୍ୱର ପୁଲିସ ସହାୟତାରେ ଚଢାଉ କରାଯାଇଥିଲା।

Also Read

ଅଟୋ ପାର୍ଟସ ଦୋକାନର ସାଇନ୍ ବୋର୍ଡ ଲଗାଇ ଭିତରେ ନକଲି ଚା' ପ୍ୟାକେଜିଂର କାରବାର ହେଉଥିଲା। ଚଢ଼ଉ ବେଳେ ପ୍ୟାକେଜିଂ ମେସିନ୍, ବିଭିନ୍ନ
ଚା’ କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ୟାଗ୍ ଜବତ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story