ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ, ଗୋଟିଏ ଆକାଉଣ୍ଟରେ ରହିବ ରୋଗୀର ପୂର୍ବ ଡାଟା

ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଏହି ମିଶନ ଅଧୀନରେ ରୋଗୀଙ୍କୁ ମିଳିବ ଏକ ସ୍ୱତନ୍ତ୍ର କାର୍ଡ।

ABHA Card

ଆଭା କାର୍ଡ।

Niharika Rout
  • Published: Thursday, 02 January 2025
  • Updated: 02 January 2025, 01:46 PM IST

Sports

Latest News

 ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ରୋଗୀକୁ ବୁଲିବାକୁ ପଡ଼ିବନି। ଗୋଟିଏ ଆକାଉଣ୍ଟରେ ରହିବ ରୋଗୀର ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଏହି ମିଶନ ଅଧୀନରେ ରୋଗୀଙ୍କୁ ମିଳିବ ଏକ ସ୍ୱତନ୍ତ୍ର କାର୍ଡ। ଏହି କାର୍ଡର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ ।

 ‘ଆଭା’ କାର୍ଡ ଆକାଉଣ୍ଟ ସମସ୍ତେ ରେଜିଷ୍ଟେସନ କରିପାରିବେ । QR କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ଉପଲବ୍ଧ ହେବ । ନ୍ୟାସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାୟୀ ଏହି କାର୍ଡ ପାଇପାରିବେ ରୋଗୀ। ଏଥିନିମନ୍ତେ ଅନଲାଇନରେ ଆବେଦନ କରିବାକୁ ହେବ । ଆୟୁଷ୍ମାନ ଭାରତ କାର୍ଡ ସହ ଏହି କାର୍ଡ ବି ବଣ୍ଟନ କରାଯିବ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର ।

‘ଆଭା’ କାର୍ଡ କ’ଣ?

Also Read

ଆଭା କାର୍ଡ ହେଉଛି ATM ଓ ପାନ୍ ଭଳି ୧୪ ଡିଜିଟ୍ ଥିବା କାର୍ଡ । ଏହି କାର୍ଡରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ କାର୍ଡରେ ରହିବ । ଆଉ ସେମାନଙ୍କୁ ମାଳ ମାଳ ପ୍ରେସକ୍ରିପସନ୍ ଧରି ବୁଲିବାକୁ ପଡ଼ିବନି । ଆଭା କାର୍ଡରୁ ହିଁ ସବୁ ତଥ୍ୟ ମିଳିପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story