ଏ ହାତରେ ପରିଶ୍ରା ଥଳି, ସେ ହାତରେ ପାଣି ବୋତଲ

ଗୋଟିଏ ହାତରେ ପରିଶ୍ରା ଥଳି ଆଉ ଅନ୍ୟ ହାତରେ ଖାଲି ପାଣି ବୋତଲ।

Manoj Swain
  • Published: Tuesday, 03 October 2023
  • Updated: 03 October 2023, 01:10 PM IST

Sports

Latest News

ଗୋଟିଏ ହାତରେ ପରିଶ୍ରା ଥଳି ଆଉ ଅନ୍ୟ ହାତରେ ଖାଲି ପାଣି ବୋତଲ। ଏ ବୟସ୍କ ବ୍ୟକ୍ତି ଜଣକ ପିଇବା ପାଣି ପାଇଁ ଖୋଜି ବୁଲୁଛନ୍ତି, ଯେଉଁଠି ପିଇବା ପାଇଁ ପାଣି ନାହିଁ ସେଠି ଅନ୍ୟ କଥା କିଏ ବୁଝିବ। ଅପରେସନ ହୋଇ ସର୍ଜରୀ ଓ୍ବାର୍ଡରେ ଥିବା ଢେଙ୍କାନାଳ ଅଞ୍ଚଳର ଅର୍ଜୁନ ସାହୁଙ୍କ ଏପରି ଅବସ୍ଥା। ଏ ହେଉଛି ବିଶ୍ବସ୍ତରୀୟ ମେଡିକାଲର ବିଶ୍ବସ୍ତରୀୟ ଅବ୍ୟବସ୍ଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos