କଟକ ବଡ଼ ମେଡ଼ିକାଲ ଏ ହାତରେ ପରିଶ୍ରା ଥଳି, ସେ ହାତରେ ପାଣି ବୋତଲ | Odisha Reporter
Advertisment
ଗୋଟିଏ ହାତରେ ପରିଶ୍ରା ଥଳି ଆଉ ଅନ୍ୟ ହାତରେ ଖାଲି ପାଣି ବୋତଲ। ଏ ବୟସ୍କ ବ୍ୟକ୍ତି ଜଣକ ପିଇବା ପାଣି ପାଇଁ ଖୋଜି ବୁଲୁଛନ୍ତି, ଯେଉଁଠି ପିଇବା ପାଇଁ ପାଣି ନାହିଁ ସେଠି ଅନ୍ୟ କଥା କିଏ ବୁଝିବ। ଅପରେସନ ହୋଇ ସର୍ଜରୀ ଓ୍ବାର୍ଡରେ ଥିବା ଢେଙ୍କାନାଳ ଅଞ୍ଚଳର ଅର୍ଜୁନ ସାହୁଙ୍କ ଏପରି ଅବସ୍ଥା। ଏ ହେଉଛି ବିଶ୍ବସ୍ତରୀୟ ମେଡିକାଲର ବିଶ୍ବସ୍ତରୀୟ ଅବ୍ୟବସ୍ଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us