Advertisment

ଅଚଳ ଅବସ୍ଥାରେ ଏମସ୍‌ ସାଟେଲାଇଟ୍‌ ସେଣ୍ଟର !

ବାଲେଶ୍ୱର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରରେ ଚିକିତ୍ସା ପାଇଁ ରହିଛି ୩ ଶହ ବେଡର ବ୍ୟବସ୍ଥା । ହେଲେ ଆଜିଯାଏ ହୋଇପାରୁନି ଡାକ୍ତର ନିଯୁକ୍ତି।

Advertisment

ବର୍ଷକ ତଳେ ବାଲେଶ୍ୱର ଉପକଣ୍ଠ ବାମପଦା ଠାରେ ୩୮ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିଲା ଏହି ଚାକାଚକ୍‌ ମଲ୍ଟି ସ୍ପେସାଲିଷ୍ଟ ବାଲେଶ୍ୱର ଏମ୍‌ସ ସାଟେଲାଇଟ୍‌ ସେଣ୍ଟର। ସବୁଠାରୁ ବଡ଼ କଥା ହେଉଛି, ପୂର୍ବ ଭାରତର ଏହା ହେଉଛି ସର୍ବ ପ୍ରଥମ ଅତ୍ୟାଧୁନିକ ସାଟେଲାଇଟ୍ ହସ୍ପିଟାଲ। ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ରହିଛି ୩ ଶହ ବେଡର ବ୍ୟବସ୍ଥା । ହେଲେ ଆଜିଯାଏ ହୋଇପାରୁନି ଡାକ୍ତର ନିଯୁକ୍ତି । 

Advertisment
Odisha Balasore AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe