ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି ? କିଛି ନକାରାତ୍ମକ କଥାକୁ ନେଇ ମାନସିକ ଚାପରେ ରହୁଛନ୍ତି କି ? ଏହା ଆପଣଙ୍କ ପାଇଁ ହୋଇପାରେ ଘାତକ। ରାଗରେ ରକ୍ତ ଚାଉଳ ଚୋବାଇବା, କିଏ ପଦେ କହିଦେଲେ ମୁଣ୍ଡକୁ ପିତ୍ତ ଚଢ଼ିଯିବା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ। ମାତ୍ର କେଇ ମିନିଟର ରାଗ ଓ ଟେନସନ ଆପଣଙ୍କ ପାଇଁ ପ୍ରାଣଘାତକ ହୋଇପାରେ। ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ଭଳି ବିପଦକୁ ଏହା ନିମନ୍ତ୍ରଣ କରିଥାଏ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।