Advertisment

ରାଗ ସାଜିପାରେ ଘାତକ

ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ଭଳି ବିପଦକୁ ନିମନ୍ତ୍ରଣ କରିଥାଏ ରାଗ ।

Advertisment

ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି ? କିଛି ନକାରାତ୍ମକ କଥାକୁ ନେଇ ମାନସିକ ଚାପରେ ରହୁଛନ୍ତି କି ? ଏହା ଆପଣଙ୍କ ପାଇଁ ହୋଇପାରେ ଘାତକ। ରାଗରେ ରକ୍ତ ଚାଉଳ ଚୋବାଇବା, କିଏ ପଦେ କହିଦେଲେ ମୁଣ୍ଡକୁ ପିତ୍ତ ଚଢ଼ିଯିବା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ। ମାତ୍ର କେଇ ମିନିଟର ରାଗ ଓ ଟେନସନ ଆପଣଙ୍କ ପାଇଁ ପ୍ରାଣଘାତକ ହୋଇପାରେ। ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ଭଳି ବିପଦକୁ ଏହା ନିମନ୍ତ୍ରଣ କରିଥାଏ । 

Advertisment
Heart Disease Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe