ପେନ୍ କିଲର୍ ସବୁବେଳେ ବ୍ୟବହାର କରୁଥିଲେ ସାବଧାନ । ସବୁବେଳେ ପେନ୍ କିଲର୍ ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ଏହାର ପ୍ରଭାବ ଆମ ଶରୀର ଉପରେ କଣ ପ୍ରଭାବ ପଡେ । ଏନେଇ ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ସୁସ୍ଥ ଜୀବନ ସରଳ ସୂତ୍ର’ ।