‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।’ ଏହାଦ୍ୱାରା ରାଜ୍ୟବାସୀଙ୍କୁ ସାମାଜିକ ନିରାପତ୍ତା ମିଳି ପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ସରଳ ବାବୁଙ୍କ ବିରଳ ସିଝା ଅଣ୍ଡା ଜଳଖିଆ
ସରଳ ବାବୁଙ୍କ ନାଁ ସିନା ସରଳ, ତାଙ୍କ କାମଟି କିନ୍ତୁ ବିରଳ। ବିରଳ କହିବା ପଛରେ ଥିବା କାରଣ ହେଲା ଯେ, ତାଙ୍କୁ ଚକୁଳି ଜଳଖିଆ ଦେଲେ ସେ ମନା କରିଦେବେ; କହିବେ ସେହି ମୂଲ୍ୟର ସିଝା ଅଣ୍ଡା ଦିଅ, ଖାଇବି। ତାଙ୍କର ଯୁକ୍ତି ଯେ, ତିରିଶ ଟଙ୍କାରେ ମିଳିବ ତିନୋଟି ସିଝା ଅଣ୍ଡା; ଯେଉଁଥିରେ ଅଛି ଅନେକ ପୁଷ୍ଟିତତ୍ତ୍ୱ, ଯାହା ଚକୁଳି, ଉପମାରୁ ମିଳିବନି!

National
ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା : ମୋଦୀ ସରକାରଙ୍କ ଗ୍ୟାରେଣ୍ଟି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି। ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟସେବାକୁ ସୁଲଭ ଏବଂ ସହଜଲଭ୍ୟ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି।

Guest Column
ଶରୀର, ମନ ଓ ଆତ୍ମାର ସଂଯୋଗ ବାଟ ଯୋଗ
ଯୋଗ ଶବ୍ଦଟି ସଂସ୍କୃତ ମୂଳ ‘ଯୁଜ’ରୁ ଆସିଛି, ଯାହାର ଅର୍ଥ ‘ସଂଯୋଗ କରିବା’, ଯାହା ଶରୀର, ମନ ଏବଂ ଆତ୍ମାର ମିଶ୍ରଣକୁ ଦର୍ଶାଏ। ଏହା ବିଶ୍ୱ ସହିତ ଆଭ୍ୟନ୍ତରୀଣ ସନ୍ତୁଳନତା ଏବଂ ସମନ୍ୱୟ ସହିତ, ମନକୁ ଶାନ୍ତ କରିଥାଏ ଏବଂ ଏହାକୁ ବିଭ୍ରାନ୍ତିରୁ ମୁକ୍ତ କରିଥାଏ।

Miscellaneous
ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ : ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ କହିଲେ ସରକାର
୫ ଜିଲ୍ଲା ନୁହେଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ କହୁଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ସରକାରଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଏବେ ଗ୍ରାଉଣ୍ଡରେ ଅଛନ୍ତି ।
Health
ରାଜ୍ୟର ୧୨ ଜିଲ୍ଲାକୁ ମାଡ଼ିଲାଣି କରୋନା
ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୧୫କୁ ବୃଦ୍ଧି ପାଇଛି।