‘ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ’

ସାରା ଦେଶରେ ପାଣିପାଗରେ ପରିବର୍ତ୍ତନ ହେଉଛି। ଫଳରେ ଜ୍ୱର, କାଶ ଓ ଥଣ୍ଡା ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରୁଛନ୍ତି। ଏନେଇ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌(IMA) ଆଡଭାଇଜରି ଜାରି କରି ଆଣ୍ଟିବାୟୋଟିକ୍ ମେଡିସିନ୍‌ ସେବନ ଠାରୁ ନିଜକୁ ଦୂରେଇ ରଖିବା ଲାଗି ପରାମର୍ଶ ଦେଇଛି। କଣ କହିଛନ୍ତି ଶୁଣନ୍ତୁ ଡାକ୍ତର ଶ୍ରୀକାନ୍ତ ଧର।

Manoj Swain
  • Published: Sunday, 05 March 2023
  • Updated: 06 March 2023, 10:49 AM IST

ସାରା ଦେଶରେ ପାଣିପାଗରେ ପରିବର୍ତ୍ତନ ହେଉଛି। ଫଳରେ ଜ୍ୱର, କାଶ ଓ ଥଣ୍ଡା ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରୁଛନ୍ତି। ଏନେଇ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌(IMA) ଆଡଭାଇଜରି ଜାରି କରି ଆଣ୍ଟିବାୟୋଟିକ୍ ମେଡିସିନ୍‌ ସେବନ ଠାରୁ ନିଜକୁ ଦୂରେଇ ରଖିବା ଲାଗି ପରାମର୍ଶ ଦେଇଛି। କଣ କହିଛନ୍ତି ଶୁଣନ୍ତୁ ଡାକ୍ତର ଶ୍ରୀକାନ୍ତ ଧର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos