Advertisment

‘ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ’

ସାରା ଦେଶରେ ପାଣିପାଗରେ ପରିବର୍ତ୍ତନ ହେଉଛି। ଫଳରେ ଜ୍ୱର, କାଶ ଓ ଥଣ୍ଡା ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରୁଛନ୍ତି। ଏନେଇ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌(IMA) ଆଡଭାଇଜରି ଜାରି କରି ଆଣ୍ଟିବାୟୋଟିକ୍ ମେଡିସିନ୍‌ ସେବନ ଠାରୁ ନିଜକୁ ଦୂରେଇ ରଖିବା ଲାଗି ପରାମର୍ଶ ଦେଇଛି। କଣ କହିଛନ୍ତି ଶୁଣନ୍ତୁ ଡାକ୍ତର ଶ୍ରୀକାନ୍ତ ଧର।

ଅଦ୍ୟତନ ହୋଇଛି

Health IMA ICMR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe