Advertisment

ଦିନକୁ ଖାଆନ୍ତି ୨୫ଟି ଅଣ୍ଡା, ୭୫୦ ଗ୍ରାମ ଚିକେନ ଓ ୫୦୦ ଗ୍ରାମ ମାଛ

ଦିନକର ଖାଦ୍ୟ କହିଲେ, ୨୫ଟି ଅଣ୍ଡା, ୭୫୦ ଗ୍ରାମ ଚିକେନ ଓ ୫୦୦ ଗ୍ରାମ ମାଛ ।

author-image
Manoj Swain

ଓଡିଆ ଟୋକାର ବଡିକୁ ନେଇ ଚର୍ଚ୍ଚା । ଚେହେରା ଦେଖିଲେ ଡର ଲାଗିବ। ବାଇ ସେପ, ଟ୍ରାଇ ସେପ ସାଙ୍ଗକୁ ଚଉଡା ଛାତି ଦେଖିଲେ ଲାଗିବ ଏମିତି କିପରି ସମ୍ଭବ। ହଁ ଇଏ ହେଉଛନ୍ତି ଜଗନ୍ନାଥ ଖୁଣ୍ଟିଆ। ଦିନକର ଖାଦ୍ୟ କହିଲେ, ୨୫ଟି ଅଣ୍ଡା, ୭୫୦ ଗ୍ରାମ  ଚିକେନ ଓ ୫୦୦ ଗ୍ରାମ ମାଛ ।

Advertisment
Odisha Bodybuilder