ଦିନକୁ ଖାଆନ୍ତି ୨୫ ଅଣ୍ଡା, ୭୫୦ ଚିକେନ, ୫୦୦ ମାଛ | Odisha Reporter
Advertisment
ଓଡିଆ ଟୋକାର ବଡିକୁ ନେଇ ଚର୍ଚ୍ଚା । ଚେହେରା ଦେଖିଲେ ଡର ଲାଗିବ। ବାଇ ସେପ, ଟ୍ରାଇ ସେପ ସାଙ୍ଗକୁ ଚଉଡା ଛାତି ଦେଖିଲେ ଲାଗିବ ଏମିତି କିପରି ସମ୍ଭବ। ହଁ ଇଏ ହେଉଛନ୍ତି ଜଗନ୍ନାଥ ଖୁଣ୍ଟିଆ। ଦିନକର ଖାଦ୍ୟ କହିଲେ, ୨୫ଟି ଅଣ୍ଡା, ୭୫୦ ଗ୍ରାମ ଚିକେନ ଓ ୫୦୦ ଗ୍ରାମ ମାଛ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us