BSKY ଚାଲୁ ରହିଛି: ସ୍ୱାସ୍ଥ୍ୟ ବିଭାଗ

BSKY କାର୍ଡକୁ ନେଇ ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍‌ପିଟାଲ୍‌ଗୁଡ଼ିକୁ କହିଛି।

Loka Seva Bhavan PhotoOR

ଲୋକସେବା ଭବନ

Jitendra Garnayak
  • Published: Thursday, 06 June 2024
  • Updated: 06 June 2024, 02:06 PM IST

Sports

Latest News

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା। BSKY ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସ୍‌ପିଟାଲଗୁଡ଼ିକ ପୂର୍ବଭଳି  ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚିକିତ୍ସା ବାବଦକୁ ହସ୍‌ପିଟାଲ୍‌ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି SHAS ମାଧ୍ୟମରେ ଅର୍ଥ ପାଇବେ। ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍‌ପିଟାଲ୍‌ଗୁଡ଼ିକୁ କହିଛନ୍ତି। 

ରାଜ୍ୟରେ BSKY ଚାଲୁ ରହିଛି ବୋଲି ମୁଖ୍ୟ ସଚିବ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, BSKY ଚାଲୁ ରହିଛି। ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛି। BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେନାହିଁ କି ଡିସ୍‌ଚାର୍ଜ କରିପାରିବେନି।କିଛି ଅସୁବିଧା ହେଲେ ହିତାଧିକାରୀମାନେ ହେଲ୍‌ପଲାଇନ୍‌ ନମ୍ବରରେ ଜଣାଇ ପାରିବେ। କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ BSKY ଦ୍ୱନ୍ଦ୍ୱ ପାଇଁ ସରକାରଙ୍କୁ ଦାୟୀ କରିଛି ଘରୋଇ ହସ୍ପିଟାଲ ସଂଘ। ସଂଘ କହିଛି, ବିଳମ୍ବରେ ଆସିଥିବା ସ୍ପଷ୍ଟୀକରଣ ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡ ବକେୟା ପାଇଁ ସଂଘ କୋର୍ଟ ଯାଇଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା କାର୍ଡ ବକେୟା ପାଇଁ ସଂଘ କୋର୍ଟ ଯାଇଛି। ଏବେ ସରକାର ପରିବର୍ତ୍ତନ ହେବା ପରେ ବକେୟା ନେଇ ଆଶଙ୍କା ହେଲା। ସେହି ଆଶଙ୍କା ପାଇଁ କିଛି ହସ୍ପିଟାଲ କାର୍ଡ ଫେରାଇ ଦେଇଥିଲେ। ଏବେ କେବଳ ଘୋଷଣା ନୁହେଁ, ଲିଖିତ ପ୍ରତିଶ୍ରୁତି ଦେବା ଆବଶ୍ୟକ।

Also Read

ରାଜ୍ୟରେ ସରକାର ବଦଳୁଥିବା ଦେଖି BSKY କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ। ଗଣମାଧ୍ୟମରେ ଏଭଳି ଖବର ଆସିଥିଲା। ସୋଶାଲ ମିଡିଆରେ ଏହାକୁ ନେଇ ଅନେକ ଖବର ଆସିଥିଲା। ଫଳରେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଧାରଣା ସୃଷ୍ଟି ହୋଇଯାଇଥିଲା ଯେ BSKY ବନ୍ଦ ହୋଇଗଲା।

ଅପରପକ୍ଷେ ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଡ଼ା ପ୍ରତିକ୍ରିୟା ରଖି କହିଥିଲେ, କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳା ସାମାଜିକ ଅପରାଧ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। BSKY କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ସେ କହିଥିଲେ। ଶ୍ରୀ ସାମଲଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ BSKY ନେଇ ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ବିଭାଗ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story