ଗୋପବନ୍ଧୁ ଜନ ଆରୋଗ୍ୟ ଓ ‘ଆୟୁଷ୍ମାନ ଭାରତ’ରେ ମିଳିବ କ୍ୟାସଲେସ୍ ଚିକିତ୍ସା ସୁବିଧା

ଆମ ହସ୍ପିଟାଲ ପାଇଁ ୧୩୧୪ କୋଟି ଟଙ୍କା ଆବଂଟିତ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨୪୬୨କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Patient

Representational Image

Ordigital Desk
  • Published: Thursday, 25 July 2024
  • Updated: 25 July 2024, 09:58 PM IST

Sports

Latest News

ରାଜ୍ୟର ବିଜେପି ସରକାର ଓଡ଼ିଶାରେ ଉଭୟ ଅୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’କୁ ମିଶାଇ ରାଜ୍ୟବାସୀଙ୍କୁ କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ । ବିଜେଡି ସରକାରର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ବନ୍ଦ କରିବା ପରିବର୍ତ୍ତେ ଭିନ୍ନ ନାଁରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସହ ମିଶି ରାଜ୍ୟବାସୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବେ । ଏଥିପାଇଁ ଚଳିତ ୨୦୨୪-୨୫ ବଜେଟ୍‌ରେ ୫୪୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ବଜେଟ୍ ପୁସ୍ତିକା ଅନୁସାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଯେଉଁ ୫୪୫୦କୋଟି ଟଙ୍କାର ଆବଂଟନ ହୋଇଛି ସେଥିରେ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଖର୍ଚ୍ଚବାବଦରେ ୩୦୫୬କୋଟି ଟଙ୍କା, ନିରାମୟ(ମାଗଣା ଔଷଧ) ପାଇଁ ୧୦୩୩କୋଟି ଟଙ୍କା, ନିଦାନ ପାଇଁ ୨୩୬କୋଟି ଟଙ୍କା, ସମ୍ପୂର୍ଣ୍ଣା ପାଇଁ ୧୨୨କୋଟି ଟଙ୍କା, ସ୍ୱାସ୍ଥ୍ୟ ସହାୟ ପାଇଁ ୧୯୧କୋଟି ଟଙ୍କା, ଓଡ଼ିଶା ବ୍ୟାପକ କ୍ୟାନସର ଚିକିତ୍ସା ପାଇଁ ୨୧୧କୋଟି ଟଙ୍କା ଓ ଆମ୍ବୁଲାନ୍ସ ସେବା ପାଇଁ ୩୫୦କୋଟି ଟଙ୍କା ସାମିଲ ରହିଛି ।

Also Read

ସେହିପରି ଆମ ହସ୍ପିଟାଲ ପାଇଁ ୧୩୧୪ କୋଟି ଟଙ୍କା ଆବଂଟିତ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨୪୬୨କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯେଉଁଥିରେ ସ୍ୱାସ୍ଥ୍ୟ ଅନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୧୨୮୧କୋଟି ଟଙ୍କା, କଟକ ଏସ଼ସିବି ମେଡିକାଲ କଲେଜ ହସ୍ପିଟାଲର ପୁନଃବିକାଶ ପାଇଁ ୧ହଜାର କୋଟି ଟଙ୍କା ସାମିଲ ଅଛି । ସେହିପରି କଟକ ମେଡିକାଲ କଲେଜର ଉନ୍ନତିକରଣ ପାଇଁ ୫୩୦କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨୦୯୫କୋଟି ଟଙ୍କା, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପାଇଁ ୫୦କୋଟି ଟଙ୍କା, ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାପ ଶଇଁ ୫୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story