ହୃଦଘାତର ମୂଳ କାରଣ ଶୁଣନ୍ତୁ.. | Odisha Reporter
ମଣିଷ ଶରୀରରେ ହୃଦୟ (ହାର୍ଟ) ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହୃଦୟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ହୃଦୟ ସୁସ୍ଥ ରହିବା ନିହାତି ଆବଶ୍ୟକ। ଆଜି 'ବିଶ୍ୱ ହୃଦୟ ଦିବସ' ଉପଲକ୍ଷେ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ତ୍ରିପାଠୀ କିଛି ଟିପ୍ସ ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ ସବୁ ପରାମର୍ଶ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
