ମଣିଷ ଶରୀରରେ ହୃଦୟ (ହାର୍ଟ) ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହୃଦୟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ହୃଦୟ ସୁସ୍ଥ ରହିବା ନିହାତି ଆବଶ୍ୟକ। ଆଜି 'ବିଶ୍ୱ ହୃଦୟ ଦିବସ' ଉପଲକ୍ଷେ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ତ୍ରିପାଠୀ କିଛି ଟିପ୍ସ ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ ସବୁ ପରାମର୍ଶ ଦେଇଛନ୍ତି।