Advertisment

ଭୟଙ୍କର ହେଉଛି ଚାଇନା ନିମୋନିଆ

ଯେଉଁମାନଙ୍କୁ ଥଣ୍ଡା ଓ କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରନ୍ତୁ ବୋଲି ଡାକ୍ତରମାନେ ସତର୍କ କରାଇଛନ୍ତି।

Advertisment

ଦ୍ରୁତ ଗତିରେ ବ୍ୟପି ଚାଲିଛି ଚାଇନା ନିମୋନିଆ। ଭୟଙ୍କର ହେଉଛି ଏହି ଭୂତାଣୁ ଜନିତ ରୋଗ। ଅଧିକାଂଶ ଶିଶୁଙ୍କ ମଧ୍ୟରେ ଥଣ୍ଡା, ଜ୍ୱର ଓ ନିମୋନିଆ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଚୀନ୍‌ରେ ଏହି ଏଚ୍‌୯ଏନ୍୨ର ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଶ୍ୱାସ ସମନ୍ଧୀୟ ଏହି ରୋଗରେ ଅନେକ ଲୋକ ଛଟପଟ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ଲମ୍ବା ଲାଇନ୍‌ ଲାଗିଛି। ଚୀନ୍‌ରେ ବଢ଼ୁଥିବା ଏହି ନିମୋନିଆକୁ ନେଇ ଏବେ ଭାରତର ଡାକ୍ତରମାନେ ସତର୍କ କରାଇ କହିଛନ୍ତି, ଯେଉଁମାନଙ୍କୁ ଥଣ୍ଡା ଓ କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରନ୍ତୁ। 

Advertisment
China Pneumonia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe