ଆଖିଧରା ହେଲେ କଣ କରିବେ ?

  • Published: Friday, 07 July 2023
  • , Updated: 07 July 2023, 05:26 PM IST

ରାଜ୍ୟରେ ବ୍ୟାପିଲାଣି ଆଖିଧରା ରୋଗ । ଏଥିପାଇଁ ମାର୍ଗଦର୍ଶିକା ଜାରି କରି ଲୋକମାନଙ୍କୁ ସଚେତନ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କହିଛନ୍ତି ଶୁଣନ୍ତୁ । 

Related story