ଡେଙ୍ଗୁ ଟେଷ୍ଟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା | Odisha Reporter
ରାଜ୍ୟରେ ଡେଙ୍ଗୁର ହଟସ୍ପଟ୍ ପାଲଟିଛି ଭୁବନେଶ୍ବର। ରାଜ୍ୟରେ ଅଢ଼େଇ ହଜାର ରୋଗୀରୁ ଭୁବନେଶ୍ବରରେ ଅଧା । କ୍ୟାପିଟାଲ ହସ୍ପିଟାଲରେ ଲାଗୁଛି ଲମ୍ବା ଧାଡ଼ି, ଲୋକେ ହନ୍ତସନ୍ତ । ବଢ଼ୁନି ଭିତ୍ତିଭୂମି, ଘରୋଇ ହସ୍ପିଟାଲକୁ ମୁହାଁଉଛନ୍ତି ଲୋକେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
