ରାଜ୍ୟରେ ଡେଙ୍ଗୁର ହଟସ୍ପଟ୍ ପାଲଟିଛି ଭୁବନେଶ୍ବର। ରାଜ୍ୟରେ ଅଢ଼େଇ ହଜାର ରୋଗୀରୁ ଭୁବନେଶ୍ବରରେ ଅଧା । କ୍ୟାପିଟାଲ ହସ୍ପିଟାଲରେ ଲାଗୁଛି ଲମ୍ବା ଧାଡ଼ି, ଲୋକେ ହନ୍ତସନ୍ତ । ବଢ଼ୁନି ଭିତ୍ତିଭୂମି, ଘରୋଇ ହସ୍ପିଟାଲକୁ ମୁହାଁଉଛନ୍ତି ଲୋକେ ।