Advertisment

ଚେୟାରରେ ବସୁଥିଲେ ଏଇ ୨ଟି ଭୁଲ୍ କରନ୍ତୁନି

ସମାନ୍ୟ କଥା ଭାବି ହେୟଜ୍ଞାନ କଲେ ହୁଏତ ଭବିଷ୍ୟତରେ ଅନେକ ଯନ୍ତ୍ରଣା ଭୋଗିବେ ତେଣୁ କେମିତି ବସିବା ଦରକାର, ତାହାର ତରିକା ଆପଣଙ୍କୁ କହିବେ, ଡାକ୍ତର ଦେବବ୍ରତ ପାଢ଼ୀ ।

author-image
Manoj Swain

ଘରେ ହେଉ କି ଅଫିସ, ଚେୟାରରେ ବସିବା ବେଳେ ଆପଣ କେମିତି ବସନ୍ତି ? ବିଶେଷ କରି ଅଫିସ କାମରେ ଦୀର୍ଘ ସମୟ ଧରି ବସିବାକୁ ପଡ଼େ। ଚେୟାରର ଷ୍ଟାଇଲ ଅନୁସାରେ ଲୋକଙ୍କ ବସିବା ଷ୍ଟାଇଲ ବି ଅଲଗା ଅଲଗା କିନ୍ତୁ ବାସ୍ତବରେ କେଉଁଭଳି ଚେୟାରରେ କେମିତି ବସିବା ଦରକାର ? ସମାନ୍ୟ କଥା ଭାବି ହେୟଜ୍ଞାନ କଲେ ହୁଏତ ଭବିଷ୍ୟତରେ ଅନେକ ଯନ୍ତ୍ରଣା ଭୋଗିବେ ତେଣୁ କେମିତି ବସିବା ଦରକାର, ତାହାର ତରିକା ଆପଣଙ୍କୁ କହିବେ, ଡାକ୍ତର ଦେବବ୍ରତ ପାଢ଼ୀ। ଏନେଇ ଆମ ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ରରେ' ଦେଖନ୍ତୁ ।

Advertisment
Odisha Odia Health Tips