ଖବର କାଗଜରେ ଖାଇଲେ ହୋଇପାରେ କ୍ୟାନସର୍ ! 

ଆପଣ ଖବରକାଗଜରେ ଖାଦ୍ୟ ଖାଉଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ । ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । କ୍ୟାନସର୍ ବି ହୋଇପାରେ !

Manoj Swain
  • Published: Sunday, 08 October 2023
  • Updated: 08 October 2023, 01:13 PM IST

ଖାଆନ୍ତୁ ନାହିଁ ଖବରକାଗଜରେ । ଖବରକାଗଜରେ ଖାଦ୍ୟ ମନା । ଖାଇଲେ ହୋଇପାରେ କ୍ୟାନସର୍ ! ଆପଣ ଖବରକାଗଜରେ ଖାଦ୍ୟ ଖାଉଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ । ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । କ୍ୟାନସର୍ ବି ହୋଇପାରେ । ଯଦି ସବୁଦିନ ଖବର କାଗଜରେ ଖାଉଛନ୍ତି, ତେବେ ଏହା ଶରୀରକୁ କେତେ କ୍ଷତି ପହଞ୍ଚାଇଥାଏ । ଏନେଇ ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ରରେ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos