Advertisment

ଖବର କାଗଜରେ ଖାଇଲେ ହୋଇପାରେ କ୍ୟାନସର୍ !

ଆପଣ ଖବରକାଗଜରେ ଖାଦ୍ୟ ଖାଉଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ । ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । କ୍ୟାନସର୍ ବି ହୋଇପାରେ !

Advertisment

ଖାଆନ୍ତୁ ନାହିଁ ଖବରକାଗଜରେ । ଖବରକାଗଜରେ ଖାଦ୍ୟ ମନା । ଖାଇଲେ ହୋଇପାରେ କ୍ୟାନସର୍ ! ଆପଣ ଖବରକାଗଜରେ ଖାଦ୍ୟ ଖାଉଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ । ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । କ୍ୟାନସର୍ ବି ହୋଇପାରେ । ଯଦି ସବୁଦିନ ଖବର କାଗଜରେ ଖାଉଛନ୍ତି, ତେବେ ଏହା ଶରୀରକୁ କେତେ କ୍ଷତି ପହଞ୍ଚାଇଥାଏ । ଏନେଇ ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ରରେ।'

Advertisment
Odisha Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe