Advertisment

ଜାପାନରେ ବ୍ୟାପିଚାଲିଛି ମାଂସ ଖିଆ ଜୀବାଣୁ

ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ ମାତ୍ର ୪୮ ଘଣ୍ଟା ମଧ୍ୟରେ ଜଣେ ମଣିଷର ଜୀବନ ନେବାକୁ ସକ୍ଷମ। ବର୍ତ୍ତମାନ ଜାପାନରେ ଏହି ଜୀବାଣୁ ବ୍ୟାପୀବା ଆରମ୍ଭ କରିଛି।

author-image
Manoj Swain

ଡରାଇବା ଆରମ୍ଭ କରିଛି ଗୋଟିଏ ବିରଳ ମାଂସ ଖିଆ ଜୀବାଣୁ। ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ ମାତ୍ର ୪୮ ଘଣ୍ଟା ମଧ୍ୟରେ ଜଣେ ମଣିଷର ଜୀବନ ନେବାକୁ ସକ୍ଷମ। ବର୍ତ୍ତମାନ ଜାପାନରେ ଏହି ଜୀବାଣୁ ବ୍ୟାପୀବା ଆରମ୍ଭ କରିଛି। ଜାପାନ ସରକାର କୋଭିଡ-୧୯ କଟକଣା ହଟାଇ ଦେବା ପରେ ଏବେ ମାଂସ ଖିଆ ଜୀବାଣୁ ଜନିତ ରୋଗ ମାଡ଼ିବା ଆରମ୍ଭ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Japan Bacteria