ନାହାନ୍ତି 43 ଖାଦ୍ୟ ସୁରକ୍ଷା ଅଧିକାରୀ! | Odisha Reporter
ରାଜ୍ୟରେ ଅଛି ୧୦୫ ମଂଜୁରୀପ୍ରାପ୍ତ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ। ମାତ୍ର ଏବେ ଖାଲି ପଡ଼ିଛି ୪୩ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ। ବେଧଡ଼କ ବିକ୍ରି ଚାଲିଛି ରାସାୟନିକ ପଦାର୍ଥ ମିଶା ଖାଦ୍ୟ। ଗଳିର ଖାଦ୍ୟ ବା ଷ୍ଟ୍ରିଟ ଫୁଡ ଖାଇ ବଢ଼ୁଛି ମେଦ ବହୁଳତା । ମେଦ ବହୁଳତାରୁ ଆସୁଛି କ୍ୟାନସର ଭଳି ବିପଦଜନକ ରୋଗ । ଆଉ ବର୍ଷକୁ କ୍ୟାନସରରେ ପ୍ରାଣ ହରାଉଛନ୍ତି ପ୍ରାୟ ୩୦ ହଜାର ଲୋକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
