Advertisment

ନାହାନ୍ତି ୪୩ ଖାଦ୍ୟ ସୁରକ୍ଷା ଅଧିକାରୀ !

ରାଜ୍ୟରେ ଅଛି ୧୦୫ ମଂଜୁରୀପ୍ରାପ୍ତ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ। ମାତ୍ର ଏବେ ଖାଲି ପଡ଼ିଛି ୪୩ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ। ବେଧଡ଼କ ବିକ୍ରି ଚାଲିଛି ରାସାୟନିକ ପଦାର୍ଥ ମିଶା ଖାଦ୍ୟ। ଗଳିର ଖାଦ୍ୟ ବା ଷ୍ଟ୍ରିଟ ଫୁଡ ଖାଇ ବଢ଼ୁଛି ମେଦ ବହୁଳତା ।

Advertisment

ରାଜ୍ୟରେ ଅଛି ୧୦୫ ମଂଜୁରୀପ୍ରାପ୍ତ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ। ମାତ୍ର ଏବେ ଖାଲି ପଡ଼ିଛି ୪୩ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ। ବେଧଡ଼କ ବିକ୍ରି ଚାଲିଛି ରାସାୟନିକ ପଦାର୍ଥ ମିଶା ଖାଦ୍ୟ। ଗଳିର ଖାଦ୍ୟ ବା ଷ୍ଟ୍ରିଟ ଫୁଡ ଖାଇ ବଢ଼ୁଛି ମେଦ ବହୁଳତା । ମେଦ ବହୁଳତାରୁ ଆସୁଛି କ୍ୟାନସର ଭଳି ବିପଦଜନକ ରୋଗ । ଆଉ ବର୍ଷକୁ କ୍ୟାନସରରେ ପ୍ରାଣ ହରାଉଛନ୍ତି ପ୍ରାୟ ୩୦ ହଜାର ଲୋକ ।

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe