ଗ୍ୟାସ ରୋଗୀ, କଣ ଖାଇବେ, କଣ ଖାଇବେନି ?

ଆପଣଙ୍କର ଗ୍ୟାସ ସମସ୍ୟା ଅଛି କି ? କଣ ଖାଇବେ, କଣ ଖାଇବେନି । ଦ୍ୱନ୍ଦରେ ପଡିଯାଉଛନ୍ତି କି ?

Manoj Swain
  • Published: Sunday, 01 October 2023
  • Updated: 01 October 2023, 02:48 PM IST

Sports

Latest News

ପୂରା ଭଲ ହୋଇପାରିବ ଗ୍ୟାସ । ଗ୍ୟାସ ପାଇଁ ଦୂର କରନ୍ତୁ ଚିନ୍ତା। ସବୁଦିନ ଖାଇବାକୁ ପଡ଼ିବନି ମେଡିସିନ୍। ଆପଣଙ୍କର ଗ୍ୟାସ ସମସ୍ୟା ଅଛି କି ? କଣ ଖାଇବେ, କଣ ଖାଇବେନି । ଦ୍ୱନ୍ଦରେ ପଡିଯାଉଛନ୍ତି କି ? ଏସବୁ ଦ୍ୱନ୍ଦ ଆପଣଙ୍କର ଦୂର କରିବୁ । ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ସୁସ୍ଥ ଜୀବନ ସରଳ ସୂତ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos