ପୂରା ଭଲ ହୋଇପାରିବ ଗ୍ୟାସ । ଗ୍ୟାସ ପାଇଁ ଦୂର କରନ୍ତୁ ଚିନ୍ତା। ସବୁଦିନ ଖାଇବାକୁ ପଡ଼ିବନି ମେଡିସିନ୍। ଆପଣଙ୍କର ଗ୍ୟାସ ସମସ୍ୟା ଅଛି କି ? କଣ ଖାଇବେ, କଣ ଖାଇବେନି । ଦ୍ୱନ୍ଦରେ ପଡିଯାଉଛନ୍ତି କି ? ଏସବୁ ଦ୍ୱନ୍ଦ ଆପଣଙ୍କର ଦୂର କରିବୁ । ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ସୁସ୍ଥ ଜୀବନ ସରଳ ସୂତ୍ର ।